ପାକିସ୍ତାନ ପୁଣି ନିରାଶ: ଭାରତ ଠାରୁ ଲଗାତାର ୭ ଥର ହାରିବା ପରେ ନିଜ ଦେଶରେ ସମାଲୋଚନାର ଶିକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନ ପୁଣି ନିରାଶ । ଭାରତ ଠାରୁ ଲଗାତର ୭ ଥର ପରାସ୍ତ ହେଲାଣି ପାକିସ୍ତାନ। ଏସିଆ କପର ସୁପର-୪ ଆଜିର ମୁକାବିଲାରେ ପାକିସ୍ତାନକୁ ବିଶାଳ ବ୍ୟବଧାନରେ ହରାଇ ଫାଇନଲରେ ପ୍ରବେଶ କରିଛି ଭାରତ। ଆଜିର ମ୍ୟାଚ୍‌ରେ ୪-୦ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ। ଏହି ବଜୟ ସହ ଭାରତ ଠାରୁ ପାକିସ୍ତାନ ଚଳିତ ଏସିଆ କପରେ ଦ୍ୱିତୀୟ ଥର ପାଇଁ ପରାସ୍ତ ହୋଇଛି। ଭାରତ ଠାରୁ ଆଜି ମ୍ୟାଚ୍‌ରେ ପରାସ୍ତ […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 09:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନ ପୁଣି ନିରାଶ । ଭାରତ ଠାରୁ ଲଗାତର ୭ ଥର ପରାସ୍ତ ହେଲାଣି ପାକିସ୍ତାନ। ଏସିଆ କପର ସୁପର-୪ ଆଜିର ମୁକାବିଲାରେ ପାକିସ୍ତାନକୁ ବିଶାଳ ବ୍ୟବଧାନରେ ହରାଇ ଫାଇନଲରେ ପ୍ରବେଶ କରିଛି ଭାରତ। ଆଜିର ମ୍ୟାଚ୍‌ରେ ୪-୦ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ। ଏହି ବଜୟ ସହ ଭାରତ ଠାରୁ ପାକିସ୍ତାନ ଚଳିତ ଏସିଆ କପରେ ଦ୍ୱିତୀୟ ଥର ପାଇଁ ପରାସ୍ତ ହୋଇଛି। ଭାରତ ଠାରୁ ଆଜି ମ୍ୟାଚ୍‌ରେ ପରାସ୍ତ ହେବା ପରେ ପାକିସ୍ତାନ ଟିମକୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି। ସୋସିଆଲ ମଡିଆରେ ନିଜ ଟିମର ପ୍ରଦର୍ଶନ ଉପରେ ଅସନ୍ତୁଷ୍ଠ ଜାହିର କରିଛନ୍ତି କ୍ରୀଡାପ୍ରେମୀ। ଚଳିତ ଏସିଆ କପରେ ୧୫ ଅକ୍ଟୋବର ଦିନ ଖେଳାଯାଇଥିବା ଏକ ପୁଲ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତା କରିଥିଲା ଭାରତ । ଏସିଆ କପ ଇତିହାସରେ ଭାରତ ପାକିସ୍ତାନ ବିପକ୍ଷରେ ୩ଥର ବିଜୟ ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story