ଧାରା ୩୭୦ ପ୍ରସଙ୍ଗ: ମୁହଁ ଖୋଲିଲେ ପାକ୍ କ୍ୟାପଟେନ୍ ସର୍ଫରାଜ୍

କରାଚୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପଡ଼ୋଶୀ ଦେଶ ପାକିସ୍ତାନର କେବଳ ରାଜନେତା ନୁହେଁ ବରଂ କ୍ରିକେଟର୍ ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି। ଏଥିରେ ଏବେ ସାମିଲ୍ ହୋଇଛନ୍ତି ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ସର୍ଫରାଜ ଅହମ୍ମଦ। ସର୍ଫରାଜ ଏକ ଘରୋଇ ଟିଭି ଚ୍ୟାନେଲରେ ସାକ୍ଷାତକାରରେ କହିଛନ୍ତି, ପୂରା ପାକିସ୍ତାନ କଶ୍ମୀର ଭାଇଙ୍କ ସହ ଛିଡ଼ା ହୋଇଛି। ଭାରତର ଏହି ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦି ଆଫ୍ରିଦି ୟୁଏନର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ […]

ahmed

ahmed

Ranjit Kumar Jena
  • Published: Monday, 12 August 2019
  • Updated: 12 August 2019, 06:36 PM IST

Sports

Latest News

କରାଚୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପଡ଼ୋଶୀ ଦେଶ ପାକିସ୍ତାନର କେବଳ ରାଜନେତା ନୁହେଁ ବରଂ କ୍ରିକେଟର୍ ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି। ଏଥିରେ ଏବେ ସାମିଲ୍ ହୋଇଛନ୍ତି ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ସର୍ଫରାଜ ଅହମ୍ମଦ। ସର୍ଫରାଜ ଏକ ଘରୋଇ ଟିଭି ଚ୍ୟାନେଲରେ ସାକ୍ଷାତକାରରେ କହିଛନ୍ତି, ପୂରା ପାକିସ୍ତାନ କଶ୍ମୀର ଭାଇଙ୍କ ସହ ଛିଡ଼ା ହୋଇଛି। ଭାରତର ଏହି ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦି ଆଫ୍ରିଦି ୟୁଏନର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ଏବେ ସର୍ଫରାଜ ମଧ୍ୟ ନିଜର ମତ ରଖିଛନ୍ତି।

ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ମାମଲା ଭାରତ ସହ ଜଡ଼ିତ, କିନ୍ତୁ ଏହା ଉପରେ ପାକିସ୍ତାନୀ କ୍ରିକେଟର ମଧ୍ୟ ବୟାନ ଦେବାକୁ ପଛାଇ ନାହାନ୍ତି। ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସର୍ଫରାଜ ଏହି କଥା ଇଦର ନମାଜପାଠ ପରେ ସାମ୍ବାଦିକଙ୍କୁ କହିଥିଲେ। ପାକିସ୍ତାନ ପକ୍ଷରୁ ୧୧୪ ଦିନିକଆ ମ୍ୟାଚ୍ ଖେଳିସାରିଥିବା ସର୍ଫରାଜ କହିଛନ୍ତି, "ମୁଁ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ କଶ୍ମୀର ଭାଇଙ୍କୁ ଶୀଘ୍ର କଠିନ ସମୟରୁ ମୁକ୍ତ କରାନ୍ତୁ। ଆମେ କଶ୍ମୀର ଭାଇଙ୍କ ଦୁଃଖ ଓ ସୁଖରେ ବରାବର ଭାବେ ଛିଡ଼ା ହୋଇରହିଛୁ। ପୂରା ପାକିସ୍ତାନ କଶ୍ମୀରବାସୀଙ୍କ ସହ ରହିଛି।"

ଏହା ପୂର୍ବରୁ ଆଫ୍ରିଦି କହିଥିଲେ, "ୟୁଏନର ପ୍ରସ୍ତାବ ଆଧାରରେ କଶ୍ମୀରବାସୀଙ୍କୁ ସେମାନଙ୍କ ଅଧିକାର ମିଳିବା ଦରକାର। ସ୍ଵାଧୀନତାର ଯେଉଁ ଅଧିକାର ଆମକୁ ମିଳିଛି, ତାହା ସେମାନଙ୍କୁ ମିଳୁ। ୟୁଏନର ଗଠନ କାହିଁକି କରାଯାଇଛି ଏବଂ ସେମାନେ କାହିଁକି ଶୋଇ ରହିଛନ୍ତି?"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story