ଟେଷ୍ଟ କ୍ୟାପଟେନରୁ ବିଦା ହେବେ ସର୍ଫରାଜ!

ଲାହୋର: ଆଇସିସି ବିଶ୍ୱକପ୍ ସେମିଫାଇନାଲ୍ ସ୍ଥାନ ହାସଲ ନକରିପାରିବା ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କୁ ମହଙ୍ଗା ପଡ଼ିବ। ଜିଓ ନ୍ୟୁଜର ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସର୍ଫରାଜ ଅହମ୍ମଦଙ୍କଠାରୁ ଟେଷ୍ଟ କ୍ୟାପଟେନ୍ସି ଛଡ଼ାଇ ନେବାକୁ ନିଷ୍ପତ୍ତି ନେଇଛି। ସର୍ଫରାଜ ଦିନକ ପୂର୍ବରୁ ନ୍ୟାଶନାଲ୍ ଷ୍ଟାଡିୟମରେ ସାମ୍ବାଦିକଙ୍କୁ କହିଥିଲେ ଯେ, ଅଧିନାୟକ ପଦ ଛାଡ଼ିବା ନେଇ ତାଙ୍କର ଆଦୌ ଇଚ୍ଛା ନାହିଁ। ଏହାଛଡ଼ା ମୋ କ୍ୟାପଟେନ୍ସି ଉପରେ ପିସିବି ହିଁ କୌଣସି ନିଷ୍ପତ୍ତି ନେଇପାରିବ। ତେବେ […]

sarfaraz

sarfaraz

Ranjit Kumar Jena
  • Published: Sunday, 28 July 2019
  • Updated: 28 July 2019, 08:40 PM IST

Sports

Latest News

ଲାହୋର: ଆଇସିସି ବିଶ୍ୱକପ୍ ସେମିଫାଇନାଲ୍ ସ୍ଥାନ ହାସଲ ନକରିପାରିବା ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କୁ ମହଙ୍ଗା ପଡ଼ିବ। ଜିଓ ନ୍ୟୁଜର ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସର୍ଫରାଜ ଅହମ୍ମଦଙ୍କଠାରୁ ଟେଷ୍ଟ କ୍ୟାପଟେନ୍ସି ଛଡ଼ାଇ ନେବାକୁ ନିଷ୍ପତ୍ତି ନେଇଛି।

ସର୍ଫରାଜ ଦିନକ ପୂର୍ବରୁ ନ୍ୟାଶନାଲ୍ ଷ୍ଟାଡିୟମରେ ସାମ୍ବାଦିକଙ୍କୁ କହିଥିଲେ ଯେ, ଅଧିନାୟକ ପଦ ଛାଡ଼ିବା ନେଇ ତାଙ୍କର ଆଦୌ ଇଚ୍ଛା ନାହିଁ। ଏହାଛଡ଼ା ମୋ କ୍ୟାପଟେନ୍ସି ଉପରେ ପିସିବି ହିଁ କୌଣସି ନିଷ୍ପତ୍ତି ନେଇପାରିବ। ତେବେ ସର୍ଫରାଜଙ୍କ ଏହି ମନ୍ତବ୍ୟର ଦିନକ ପରେ ପିସିବି ପକ୍ଷରୁ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି।

୩୨ ବର୍ଷୀୟ ସର୍ଫରାଜଙ୍କ ଏପର୍ଯ୍ୟନ୍ତ ୧୩ ଟେଷ୍ଟରେ ପାକିସ୍ତାନର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ଟିମକୁ ମାତ୍ର ୪ଟି ବିଜୟ ଏବଂ ୮ ପରାଜୟ ମିଳିଛି। ଜିଓ ନ୍ୟୁଜ୍ ଅନୁଯାୟୀ, ଆଇସିସି ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ଟେଷ୍ଟ ପୂର୍ବରୁ ପିସିବି ନୂଆ କ୍ୟାପଟେନ୍ ଚୟନ କରିବ। ତାଙ୍କ ସ୍ଥାନରେ ଶାନ୍ ମସୁଦଙ୍କୁ ପାକିସ୍ତାନର ନୂଆ କ୍ୟାପଟେନ୍ କରାଯାଇପାରେ। ମସୁଦ୍ ଏପର୍ଯ୍ୟନ୍ତ ୧୫ ଟେଷ୍ଟ ଖେଳି ୨୬.୪୩ ହାରରେ ୭୯୭ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story