ପାକିସ୍ତାନୀ ପୁରୁଷ ପୋଲିସ କୋହଲିଙ୍କୁ ଦେଲେ ବିବାହ ପ୍ରସ୍ତାବ: ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ୍

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନିକଟରେ ବିଶ୍ୱ ଏକାଦଶ କ୍ରିକେଟ୍‌ ଟିମ୍‌ ୩ଟି ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା। କିନ୍ତୁ ଦୁର୍ଭାଗ୍ୟବସତଃ ଏଥିରେ କେହି ଭାରତୀୟ ଖେଳାଳି ସାମିଲ ନଥିଲେ। ଯାହା ପାକିସ୍ତାନୀ କ୍ରିକେଟ୍‌ ପ୍ରଶଂସକଙ୍କୁ ବେଶ୍‌ ନିରାଶ କରିଛି। ପାକିସ୍ତାନରେ ଭାରତୀୟ କ୍ରିକେଟର୍‌ଙ୍କ ଅନେକ ଫ୍ୟାନ୍ ରହିଛନ୍ତି। ବିଶେଷ କରି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ସେଠାରେ ସମସ୍ତେ ଅନୁଭବ କରିଥିଲେ। ବିରାଟ କୋହଲି କାହିଁକି ଆସିଲେନି ସେଥିପାଇଁ […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 08:00 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନିକଟରେ ବିଶ୍ୱ ଏକାଦଶ କ୍ରିକେଟ୍‌ ଟିମ୍‌ ୩ଟି ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା। କିନ୍ତୁ ଦୁର୍ଭାଗ୍ୟବସତଃ ଏଥିରେ କେହି ଭାରତୀୟ ଖେଳାଳି ସାମିଲ ନଥିଲେ। ଯାହା ପାକିସ୍ତାନୀ କ୍ରିକେଟ୍‌ ପ୍ରଶଂସକଙ୍କୁ ବେଶ୍‌ ନିରାଶ କରିଛି। ପାକିସ୍ତାନରେ ଭାରତୀୟ କ୍ରିକେଟର୍‌ଙ୍କ ଅନେକ ଫ୍ୟାନ୍ ରହିଛନ୍ତି। ବିଶେଷ କରି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ସେଠାରେ ସମସ୍ତେ ଅନୁଭବ କରିଥିଲେ। ବିରାଟ କୋହଲି କାହିଁକି ଆସିଲେନି ସେଥିପାଇଁ କିଛି ଲୋକ ଟ୍ୱିଟ କରି ଦୁଃଖ ପ୍ରକାଶ ମଧ୍ୟ କରିଥିଲେ। କାରଣ ବିରାଟ ପାକିସ୍ତାନ ଟିମର ଦକ୍ଷତାକୁ ନେଇ ସବୁବେଳେ ସକରାତ୍ମକ ମନ୍ତବ୍ୟ ଦେଇଛନ୍ତି।

ତେବେ ମ୍ୟାଚ୍‌ ବେଳେ ବିରାଟଙ୍କ ଅନୁପସ୍ଥିତି ଯୋଗୁଁ କିଛି ଦର୍ଶକ ବ୍ୟାନର୍‌ ନେଇ ବିରାଟଙ୍କୁ ମିସ୍‌ କରୁଥିବା ଜଣାଇଥିଲେ। ସବୁଠୁ ଚର୍ଚ୍ଚାରେ ଥିଲେ ଜଣେ ପୋଲିସ କର୍ମଚାରୀ। ଲାହୋରରେ ମ୍ୟାଚ୍‌ ଚାଲିଥିବା ସମୟରେ ଏହି ପୋଲିସ କର୍ମଚାରୀ ହାତରେ ଏକ ପୋଷ୍ଟର ଧରି  ଷ୍ଟାଡିୟମରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ କୋହଲିଙ୍କୁ ବିବାହ ପାଇଁ ପ୍ରସ୍ଥାବ ଦେଇଥିବା ଲେଖାଯାଇଥିଲା। ଏବଂ ସେହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story