ମୋ ଠାରୁ ଅଧିକ ଭଲ ଖେଳାଳି ପାଣ୍ଡ୍ୟା: କପିଲ ଦେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। ସେ ବର୍ତ୍ତମାନ ଦମଦାର୍‌ ଫର୍ମରେ ଅଛନ୍ତି। ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି। ପ୍ରଥମେ ଶ୍ରୀଲଙ୍କା ସିରିଜରେ ନିଜର ଦମଦାର ପ୍ରଦର୍ଶନ ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ଜଲ୍‌ବା ଦେଖାଉଛନ୍ତି। ମ୍ୟାଚ୍‌ ବେଳେ ସେ ଛକା ପରେ ଛକା ମାରି ଦର୍ଶକଙ୍କ ମନୋରଞ୍ଜନର ମଧ୍ୟ ଖୋରାକ ପାଲଟିଯାଇଛନ୍ତି। ପାଣ୍ଡ୍ୟାଙ୍କୁ ନେଇ ଏବେ […]

627814-hardik-kapil

627814-hardik-kapil

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 05:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। ସେ ବର୍ତ୍ତମାନ ଦମଦାର୍‌ ଫର୍ମରେ ଅଛନ୍ତି। ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି। ପ୍ରଥମେ ଶ୍ରୀଲଙ୍କା ସିରିଜରେ ନିଜର ଦମଦାର ପ୍ରଦର୍ଶନ ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ଜଲ୍‌ବା ଦେଖାଉଛନ୍ତି। ମ୍ୟାଚ୍‌ ବେଳେ ସେ ଛକା ପରେ ଛକା ମାରି ଦର୍ଶକଙ୍କ ମନୋରଞ୍ଜନର ମଧ୍ୟ ଖୋରାକ ପାଲଟିଯାଇଛନ୍ତି। ପାଣ୍ଡ୍ୟାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପାଣ୍ଡ୍ୟାଙ୍କୁ କେହି କେହି କପିଲ ଦେବଙ୍କ ସହ ତୁଳନା ମଧ୍ୟ କରିଛନ୍ତି। କପିଲ ଦେବ ଯେଉଁଭଳି ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଭାରତକୁ ପ୍ରଥମ ବିଶ୍ୱକପ ଜିତାଇଥିଲେ ସେହିପରି ଭାରତୀୟ ଦଳରେ ବର୍ତ୍ତମାନ ପାଣ୍ଡ୍ୟା ପ୍ରଦର୍ଶନ କରିଚାଲିଛନ୍ତି। ଏଭଳି ପରିସ୍ଥିତିରେ ଖୋଦ କପିଲ ଦେବ ମୁହଁ ଖୋଲିଛନ୍ତି। ମୋ ଠାରୁ ପାଣ୍ଡ୍ୟା ଭଲ ଖେଳାଳି ବୋଲି କପିଲ ଦେବ ସ୍ୱୀକାର କରିଛନ୍ତି। କପିଲ ଏହା ମଧ୍ୟ କହିଛନ୍ତି ଯେ ପାଣ୍ଡ୍ୟା ଆହୁରି ଅଧିକ ଉନ୍ନତ ମାନର ପ୍ରଦର୍ଶନ କରିବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story