ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ସହ ତୁଳନା କରିବାକୁ କାହିଁକି ମନାକଲେ କପିଲ ଦେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ପୂର୍ବତନ ଖେଳାଳି କପିଲ ଦେବ କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଯେଉଁଭଳି ଭୁଲ୍‌ କଲେ ଏହା ଅତ୍ୟନ୍ତ ନୈରାଶ୍ୟଜନକ। ଏହିପରି ଭୁଲ ଯଦି ଆଗକୁ କରନ୍ତି ତେବେ ତାଙ୍କୁ କପିଲ ଦେବଙ୍କ ସହ ତୁଳନା କରିବା ଠିକ୍‌ ହେବନାହିଁ। ପୂର୍ବରୁ ପାଣ୍ଡ୍ୟାଙ୍କୁ ଅନେକ ଥର କପିଲ ଦେବଙ୍କ ସହ ତୁଳନା କରାଯାଇଛି। କପିଲ ଦେବଙ୍କ ପରେ ପାଣ୍ଡ୍ୟାଙ୍କୁ ସର୍ବଶ୍ରେଷ୍ଠ ଅଲରାଉଣ୍ଡର୍‌ ବୋଲି କୁହାଯାଏ। ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା […]

195636-pandya-kapil-dev

195636-pandya-kapil-dev

Rakesh Mallick
  • Published: Friday, 19 January 2018
  • Updated: 19 January 2018, 12:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ପୂର୍ବତନ ଖେଳାଳି କପିଲ ଦେବ କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଯେଉଁଭଳି ଭୁଲ୍‌ କଲେ ଏହା ଅତ୍ୟନ୍ତ ନୈରାଶ୍ୟଜନକ। ଏହିପରି ଭୁଲ ଯଦି ଆଗକୁ କରନ୍ତି ତେବେ ତାଙ୍କୁ କପିଲ ଦେବଙ୍କ ସହ ତୁଳନା କରିବା ଠିକ୍‌ ହେବନାହିଁ। ପୂର୍ବରୁ ପାଣ୍ଡ୍ୟାଙ୍କୁ ଅନେକ ଥର କପିଲ ଦେବଙ୍କ ସହ ତୁଳନା କରାଯାଇଛି। କପିଲ ଦେବଙ୍କ ପରେ ପାଣ୍ଡ୍ୟାଙ୍କୁ ସର୍ବଶ୍ରେଷ୍ଠ ଅଲରାଉଣ୍ଡର୍‌ ବୋଲି କୁହାଯାଏ।

ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବୋଲର ଲୁଙ୍ଗିଙ୍କ ଏକ ବାହାରେ ଯାଉଥିବା ବଲକୁ ସ୍ଲିପ୍‌ରେ ଖେଳିବାକୁ ଯାଇ ୱିକେଟ୍‌ କିପରଙ୍କ ହାତରେ ହାଉଟ୍‌ ହୋଇଥିଲେ। ପ୍ରଥମ ଇଂନିସରେ ବି ସେ ରନ୍‌ ଆଉଟ୍‌ ହୋଇଥିଲେ। କାରଣ କ୍ରିଜ୍‌ ଉପରେ ତାଙ୍କର ବ୍ୟାଟ୍‌ ନଥିଲା। ପାଣ୍ଡ୍ୟାଙ୍କ ଏପରି ଆଉଟ୍ ହେବା ପରେ ଅନେକ ପୂର୍ବ କ୍ରିକେଟର୍‌ ତାଙ୍କୁ ସମାଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story