ଅଷ୍ଟ୍ରେଲିଆର ଚିନ୍ତା ପାଣ୍ଡ୍ୟା: ଦ୍ୱିତୀୟ ଦିନିକିଆ ପାଇଁ ନୂତନ ରଣକୌଶଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ବିସ୍ଫୋରକ ଖେଳାଳି ହର୍ଦ୍ଧିକ ପାଣ୍ଡ୍ୟାଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଗତ ୧୭ ତାରିଖ ଅଷ୍ଟ୍ରେଲିଆ ବିପକ୍ଷ ଚେନ୍ନାଇ ଦନିକିଆରେ ପାଣ୍ଡ୍ୟା ବିସ୍ଫୋରକ ପାଳି ଖେଳି ବିପକ୍ଷ ବୋଲରଙ୍କ ନିଦ ହଜାଇଦେଇଛନ୍ତି। ଏଭଳି ଖେଳ ପାଇଁ ସେ ବେଶ୍‌ ଜଣାଶୁଣା। ସେ ଦୀର୍ଘଦିନ ଧରି ଟିମ୍‌ର ଜଣେ ନିୟମିତ ସଦସ୍ୟ ଭାବେ ତାଙ୍କ ବ୍ୟାଟିଂ ଜାଦୁ ଦେଖାଇଆସୁଛନ୍ତି। ଚେନ୍ନାଇ ଦିନିକିଆରେ ଭାରତର ରନ୍‌ ୮୭ ଥିବାବେଳେ ୫ଟି ୱିକେଟର ପତନ […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 06:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ବିସ୍ଫୋରକ ଖେଳାଳି ହର୍ଦ୍ଧିକ ପାଣ୍ଡ୍ୟାଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଗତ ୧୭ ତାରିଖ ଅଷ୍ଟ୍ରେଲିଆ ବିପକ୍ଷ ଚେନ୍ନାଇ ଦନିକିଆରେ ପାଣ୍ଡ୍ୟା ବିସ୍ଫୋରକ ପାଳି ଖେଳି ବିପକ୍ଷ ବୋଲରଙ୍କ ନିଦ ହଜାଇଦେଇଛନ୍ତି। ଏଭଳି ଖେଳ ପାଇଁ ସେ ବେଶ୍‌ ଜଣାଶୁଣା। ସେ ଦୀର୍ଘଦିନ ଧରି ଟିମ୍‌ର ଜଣେ ନିୟମିତ ସଦସ୍ୟ ଭାବେ ତାଙ୍କ ବ୍ୟାଟିଂ ଜାଦୁ ଦେଖାଇଆସୁଛନ୍ତି।

ଚେନ୍ନାଇ ଦିନିକିଆରେ ଭାରତର ରନ୍‌ ୮୭ ଥିବାବେଳେ ୫ଟି ୱିକେଟର ପତନ ହୋଇଯାଇଥିଲା। ଏହି ସମୟରେ ପାଣ୍ଡ୍ୟା ଆସି ତାଙ୍କ ବିସ୍ଫୋରକ ପାଳି ଖେଳିଥିଲେ। ଫଳରେ ଟିମ୍‌ର ସ୍କୋର ୨୮୧ ରନରେ ପହଞ୍ଚିପାରିଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବୋଲର ଆଦାମ ଜାମ୍ପାଙ୍କ ଏକ ଓଭରରେ ପାଣ୍ଡ୍ୟା ୨୪ରନ୍‌ ହାସଲ କରିଥେଲେ। ଯେଉଁଥିରେ ରହିଥିଲା ୩ଟି ବିଶାଳ ଛକ୍କା ଓ ଗୋଟିଏ ଚୌକା। ଏହାପରେ ଖେଳର ଗତିପଥ ବଦଳି ଯାଇଥିଲା। ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜାମ୍ପା। ଜାମ୍ପା କହିଛନ୍ତି ସର୍ବଦା ସେ ଚାପରେ ଭଲ ବୋଲିଂ କରିଥାନ୍ତି। କିନ୍ତୁ ପାଣ୍ଡ୍ୟାଙ୍କୁ ବୋଲି କରିବାରେ ସେ ବିଫଳ ହୋଇଥିଲେ। ଏହି ସମୟରେ ପାଣ୍ଡ୍ୟାଙ୍କୁ ଆଉଟ୍ କରିବା ଜରୁରୀ ଥିଲା କିନ୍ତୁ ସମସ୍ତ ବୋଲରଙ୍କୁ ସେ ସହଜରେ ଖେଳିଥିଲେ। ଏବଂ ଜାମ୍ପାଙ୍କ ଗୋଟିଏ ଏଭରରେ ୨୪ରନ୍‌ ହାସଲ କରିବା ପରେ ପାଣ୍ଡ୍ୟାଙ୍କୁ ଅଟକାଇବା କଷ୍ଟକର ହୋଇପଡିଥିଲା। ଏବଂ ଏହି ଓଭର୍‌ ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ ଥିବା କଥା ଜାମ୍ପା କହିଛନ୍ତି। ଫଳରେ ଆଗାମୀ ମ୍ୟାଚ୍‌ରେ ପାଣ୍ଡ୍ୟାଙ୍କୁ ଅଟକାଇବାକୁ ଅଷ୍ଟ୍ରେଲିଆ ନୂତନ ରଣକୈଶଳ କରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story