କରୋନା: ସହାୟତାର ହାତ ବଢ଼ାଇଲେ ପଠାନ ବ୍ରଦର୍ସ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ଏକ କଠିନ ସମୟରେ ଭାରତର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ଏବଂ ତାଙ୍କ ବଡ଼ ଭାଇ ୟୁସୁଫ୍ ପଠାନ୍ ମାନବିକତା ଦେଖାଇ ସହାୟତାର ହାତ ବଢ଼ାଇଛନ୍ତି। ଏହି ଦୁଇ ଭାଇ ନିଜ ହୋମ୍ ଟାଉନ୍ ବରୋଦାରେ ୪ହଜାର ମାସ୍କ ମାଗଣାରେ ବାଣ୍ଟିଛନ୍ତି। ଭାରତ ପକ୍ଷରୁ ୨୯ ଟେଷ୍ଟ ଓ ୧୨୦ ଦିନିକିଆ ମ୍ୟାଚ୍ ଖେଳିଥିବା ଇରଫାନ୍ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ ସମାଜ ପାଇଁ ନିଜର […]

pathan

pathan

Ranjit Kumar Jena
  • Published: Monday, 23 March 2020
  • Updated: 23 March 2020, 09:29 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ଏକ କଠିନ ସମୟରେ ଭାରତର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ଏବଂ ତାଙ୍କ ବଡ଼ ଭାଇ ୟୁସୁଫ୍ ପଠାନ୍ ମାନବିକତା ଦେଖାଇ ସହାୟତାର ହାତ ବଢ଼ାଇଛନ୍ତି। ଏହି ଦୁଇ ଭାଇ ନିଜ ହୋମ୍ ଟାଉନ୍ ବରୋଦାରେ ୪ହଜାର ମାସ୍କ ମାଗଣାରେ ବାଣ୍ଟିଛନ୍ତି।

ଭାରତ ପକ୍ଷରୁ ୨୯ ଟେଷ୍ଟ ଓ ୧୨୦ ଦିନିକିଆ ମ୍ୟାଚ୍ ଖେଳିଥିବା ଇରଫାନ୍ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ ସମାଜ ପାଇଁ ନିଜର ଯୋଗଦାନ କରୁଛୁ। ଯେଉଁମାନେ ଏମିତି ସହଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ଆଗକୁ ଆସିବା ଦରକାର ଏବଂ ପରସ୍ପରକୁ ସାହାଯ୍ୟ କରନ୍ତୁ। କିନ୍ତୁ ଗୋଟିଏ ବଡ଼ କଥା ମନେ ରଖିବା ଦରକାର ଯେ ଯେପରି କୌଣସି ସ୍ଥାନରେ ଭିଡ଼ ନ ଜମୁ। ଆମ ଦୁଇ ଭାଇଙ୍କ ତରଫରୁ ଏହାଏକ ଛୋଟିଆ ପ୍ରୟାସ ଏବଂ ଆଗକୁ ଏହି ସହାୟତା ଜାରି ରହିବ।

ଏଥିସହ ଇରଫାନ୍ ଏକ ଭିଡିଓ ପୋଷ୍ଟ କରି ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି। ପଠାନ୍ କହିଛନ୍ତି, ମୁଁ ଏବଂ ମୋ ଭାଇ ମେହମୁଦ୍ ଖାନ୍ ପଠାନ୍ ଚ୍ୟାରିବେଟୁଲ୍ ଟ୍ରଷ୍ଟ ନାମରେ ଏକ ମାସ୍କ କିଣିଛୁ। ପଠାନଙ୍କ ବାପା ଏହି ଟ୍ରଷ୍ଟର ସଞ୍ଚାଳକ। ପଠାନ୍ ଭ୍ରାତା ଏହି ମାସ୍କକୁ ଭଦୋଦରା ସ୍ୱାସ୍ଥ୍ୟ ବିଭାଗକୁ ଦାନ କରିଛନ୍ତି। ପଠାନ୍ ମଧ୍ୟ ଏକ ସଚେତନତା ବାର୍ତ୍ତା ଦେଇ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମାକୁ ପାଳନ କରନ୍ତୁ, ଘରେ ରୁହନ୍ତୁ। ବର୍ତ୍ତମାନ ସମୟରେ ସମସ୍ତଙ୍କୁ ସର୍ତକ ରହିବାକୁ ପଡ଼ିବ। ଏହା ସହ ସମସ୍ତେ ଘରେ ରୁହନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story