ଟି-ଟ୍ୱେଣ୍ଟି ସିରିଜ୍‌ ପାଇଁ ପାକିସ୍ତାନ ଗସ୍ତ କରିବ ୱେଷ୍ଟଇଣ୍ଡିଜ ଟିମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୱେଷ୍ଟଇଣ୍ଡିଜ୍‌ ଟିମ୍ ଆସନ୍ତା ନଭେମ୍ବର ମାସରେ ପାକିସ୍ତାନ ଗସ୍ତ କରିବ। ଏହି ଗସ୍ତରେ ୱେଷ୍ଟଇଣ୍ଡିଜ୍ ଟିମ୍‌ ପାକିସ୍ତାନ ସହ ଟି-୨୦ ସିରିଜ୍‌ ଖେଳିବା କାର୍ଯ୍ୟକ୍ରମ ରହିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସୂଚନା ଅନୁସାରେ ୱେଷ୍ଟଇଣ୍ଡିଜ୍‌ ଦଳ ପାକିସ୍ତାନ ଗସ୍ତ ପାଇଁ ରାଜି ଆଛି ଏବଂ ଆସନ୍ତା ନଭେମ୍ବର ମାସରେ ଏହି ସିରିଜ ଖେଳାଯିବ। ଏହାପୂର୍ବରୁ ଶ୍ରୀଲଙ୍କା ଟିମ୍‌ ଅକ୍ଟୋବର ମାସରେ ପାକିସ୍ତାନ ଗସ୍ତ କରିବ। ଏହି ଗସ୍ତରେ ଶ୍ରୀଲଙ୍କା ଟିମ୍‌ ପାକିସ୍ତାନ ସହ […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 05:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୱେଷ୍ଟଇଣ୍ଡିଜ୍‌ ଟିମ୍ ଆସନ୍ତା ନଭେମ୍ବର ମାସରେ ପାକିସ୍ତାନ ଗସ୍ତ କରିବ। ଏହି ଗସ୍ତରେ ୱେଷ୍ଟଇଣ୍ଡିଜ୍ ଟିମ୍‌ ପାକିସ୍ତାନ ସହ ଟି-୨୦ ସିରିଜ୍‌ ଖେଳିବା କାର୍ଯ୍ୟକ୍ରମ ରହିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ସୂଚନା ଅନୁସାରେ ୱେଷ୍ଟଇଣ୍ଡିଜ୍‌ ଦଳ ପାକିସ୍ତାନ ଗସ୍ତ ପାଇଁ ରାଜି ଆଛି ଏବଂ ଆସନ୍ତା ନଭେମ୍ବର ମାସରେ ଏହି ସିରିଜ ଖେଳାଯିବ। ଏହାପୂର୍ବରୁ ଶ୍ରୀଲଙ୍କା ଟିମ୍‌ ଅକ୍ଟୋବର ମାସରେ ପାକିସ୍ତାନ ଗସ୍ତ କରିବ। ଏହି ଗସ୍ତରେ ଶ୍ରୀଲଙ୍କା ଟିମ୍‌ ପାକିସ୍ତାନ ସହ ଗୋଟିଏ ଟି-୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ୍‌ଟି ଅକ୍ଟୋବର ୨୯ ତାରିଖରେ ଲାହୋରରେ ଖେଳାଯିବ।

୨୦୦୯ ପରେ  ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ ଉପରେ ପାକିସ୍ତାନ ମାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହି ମ୍ୟାଚ୍‌ ହେବ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌। ୨୦୦୯ ପର ଠାରୁ ସୁରକ୍ଷା କାରଣରୁ କୌଣସି ଦେଶ ପାକିସ୍ତାନକୁ କ୍ରିକେଟ୍‌ ମ୍ୟାଚ୍‌ ଖେଳିବାକୁ ଆସୁନଥିଲେ। ଯଦିଓ ନିକଟରେ ବିଶ୍ୱ ଏକାଦଶ ଟିମ୍‌ ପାକିସ୍ତାନ ଗସ୍ତ କରି ମ୍ୟାଚ୍‌ ଖେଳିଛି ତଥାବି ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ପାକିସ୍ତାନକୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଅନ୍ୟପଟେ ବିଶ୍ୱ ଏକାଦଶ ଟିମ୍‌ରେ ଦକ୍ଷିଣ ଆଫ୍ରିକାର ୫ଜଣ ଖେଳାଳି ଏବେ ପାକିସ୍ତାନ ଗସ୍ତରେ ଥିବା ବେଳେ ପିସିବି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡକୁ ଅନୁରୋଧ କରିପାରେ ପାକିସ୍ତାନ ଗସ୍ତ କରି ସେଠାରେ କୌଣସି ଏକ ସିରିଜ ଖେଳିବା ପାଇଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story