ବୁଶାନ ଚ୍ୟାଲେଞ୍ଜ ଟାଇଟେଲ ହାତେଇଲେ ପେସ୍‌-ଗ୍ରୋଥ

ସିଡ୍‌ନୀ: ଭାରତର ଏଭରଗ୍ରୀନ୍‌ ଟେନିସ୍‌ ଷ୍ଟାର ଲିଆଣ୍ଡର ପେସ୍‌ ଓ ତାଙ୍କ ସାଥୀ ସାମ୍‌ ଗ୍ରୋଥ ରବିବାର ଅଷ୍ଟ୍ରେଲିଆରେ ବୁଶାନ୍‌ ଚ୍ୟାଲେଞ୍ଜ ଟାଇଟେଲ୍‌ ହାତେଇଛନ୍ତି। ଏହି ଯୋଡି ଫାଇନାଲରେ ଥାଇ ଟୁଇନ୍ସ ଯୋଡି ସାନ୍‌ଚାଇ ରାତିୱାତନା ଓ ସାନ୍‌ଚୋତ୍‌ ରାତିୱାତନାଙ୍କୁ ୪-୬, ୬-୧, ୧୦-୭ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ଯୋଡିଙ୍କ ମଧ୍ୟରେ ଦୀର୍ଘ ୧ ଘଣ୍ଟା ୯ ମନିଟ୍ ଧରି ଖେଳ ହୋଇଥିଲା।

liander paces

Rakesh Mallick
  • Published: Sunday, 08 May 2016
  • , Updated: 08 May 2016, 11:39 AM IST

Related story