କ୍ରିକେଟକୁ ଅଲବିଦା କହିଲେ ପିଟର୍ ସିଡଲ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଅଭିଜ୍ଞ ପେସ୍ ବୋଲର ପିଟର୍ ସିଡଲ୍ ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ୬୭ ଟେଷ୍ଟ ଖେଳିଥିବା ୩୫ ବର୍ଷୀୟ ସିଡଲଙ୍କୁ ମେଲବର୍ଣ୍ଣ ଟେଷ୍ଟ ପାଇଁ ଟିମରେ ସାମିଲ୍ କରାଯାଇଥିଲା। କିନ୍ତୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚରେ ଅନ୍ତିମ ଏଦାଦଶରେ ସ୍ଥାନ ମିଳିନଥିଲା, ଯାହା ପରେ ସେ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେ ଘରୋଇ କ୍ରିକେଟ୍ ଖେଳିବା ଜାରି ରଖିବେ। ସିଡଲ୍ କହିଛନ୍ତି, ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବା, […]

sidele

sidele

Ranjit Kumar Jena
  • Published: Sunday, 29 December 2019
  • Updated: 29 December 2019, 10:24 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଅଭିଜ୍ଞ ପେସ୍ ବୋଲର ପିଟର୍ ସିଡଲ୍ ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ୬୭ ଟେଷ୍ଟ ଖେଳିଥିବା ୩୫ ବର୍ଷୀୟ ସିଡଲଙ୍କୁ ମେଲବର୍ଣ୍ଣ ଟେଷ୍ଟ ପାଇଁ ଟିମରେ ସାମିଲ୍ କରାଯାଇଥିଲା। କିନ୍ତୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚରେ ଅନ୍ତିମ ଏଦାଦଶରେ ସ୍ଥାନ ମିଳିନଥିଲା, ଯାହା ପରେ ସେ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେ ଘରୋଇ କ୍ରିକେଟ୍ ଖେଳିବା ଜାରି ରଖିବେ।

ସିଡଲ୍ କହିଛନ୍ତି, ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବା, ମଇଦାନକୁ ଓହ୍ଲାଇବା, ରିକି ପଣ୍ଟିଂ, ଷ୍ଟିଭ୍ ୱ'ଙ୍କ ଭଳି କ୍ରିକେଟରଙ୍କୁ ବ୍ୟାଗୀ ଗ୍ରୀନ୍ ପିନ୍ଧିବା ଦେଖିବା ଏବଂ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିବା ମୋ ପାଇଁ ସମ୍ମାନର କଥା। ମୁଁ ଯେବେବି ମଇଦାନକୁ ଓହ୍ଲାଇଛି, ସେତେବେଳେ ମୁଁ ନିଜକୁ ଗୌରବାନ୍ୱିତ ମନେ କରିଛି। ମୋ ପାଇଁ ପ୍ରତିଟି ମୁହୂର୍ତ୍ତ ସ୍ମରଣୀୟ। ଦେଶ ପାଇଁ ମୁଁ ଯେତିକି ଖେଳିଛି, ସେଥିରେ ମୁଁ ସନ୍ତୁଷ୍ଟ ବୋଲି ସିଡଲ୍ କହିଛନ୍ତି।

ଚଳିତ ବର୍ଷ ଇଂଲଣ୍ଡରେ ଅଷ୍ଟ୍ରେଲିଆର ଆଶେସ୍ ସିରିଜ୍ କାଏମ ରଖିବାରେ ପ୍ରମୁଖ ଭୂମିକା ବହନ କରିଥିବା ସିଡଲ୍ ଅଷ୍ଟ୍ରେଲିଆ ଡ୍ରେସିଂ ରୁମ୍ ଯାଇ ନିଜ ସାଥୀ ଖେଳାଳିଙ୍କୁ ବ୍ୟକ୍ତିଗତ ଭାବେ ସନ୍ନ୍ୟାସର ସୂଚନା ଦେଇଥିଲେ। ସିଡଲ୍ ୬୭ ଟେଷ୍ଟ ଖେଳି ୨୨୧ ୱିକେଟ୍ ଅକ୍ତିଆର କରିଛନ୍ତି। ଏହା ମଧ୍ୟରେ ସେ ୮ଥର ୫ରୁ ଅଧିକ ୱିକେଟ୍ ନେଇଛନ୍ତି। ସେ ଅଷ୍ଟ୍ରେଲିଆର ସବୁଠାରୁ ସଫଳ ବୋଲରଙ୍କ ତାଲିକାରେ ୧୩ଶ ସ୍ଥାନରେ ରହିଛନ୍ତି। ସେ ୨୦୧୦ରେ ବ୍ରିସବେନରେ ଇଂଲଣ୍ଡ ବିପକ୍ଷରେ ନିଜର ୨୬ତମ ଜନ୍ମଦିନରେ ହ୍ୟାଟ୍ରିକ୍ ନେଇଥିଲେ। ସେ ଅଷ୍ଟ୍ରେଲିଆ ପକ୍ଷରୁ ୨୦ ଦିନିକିଆ ଏବଂ ୨୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story