ଆଫଗାନିସ୍ତାନ ଟିମ୍‌ ସହ କାମ କରିବେ ୱେଷ୍ଟ ଇଣ୍ଡିଜ୍‌ କ୍ରିକେଟ୍‌ ଦଳର ପୂର୍ବତନ କୋଚ୍‌ ସିମୋନ୍‌

ଲଣ୍ଡନ୍‌: ଆଫ୍‌ଗାନିସ୍ତାନ କ୍ରିକେଟ୍‌ ବୋର୍ଡ଼ (ଏବିସି)ରେ ଟେକ୍ନିକାଲ କନ୍‌ସଲଟାଣ୍ଟ ଭାବେ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଟିମ୍‌ର ପୂର୍ବତନ କୋଚ୍‌ ଫିଲ୍‌ ସିମୋନ୍‌ ଯୋଗଦେଇଛନ୍ତି। ଆଜି ଏହି ସୂଚନା ଦେଇଛି ଏବିସି। ୫୩ ବର୍ଷିଆ ସିମୋନ୍‌ ୱେଷ୍ଟଇଣ୍ଡିଜ୍‌ ପାଇଁ ୨୬ଟି ଟେଷ୍ଟ ଓ ୧୪୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ସିମୋନ୍‌ଙ୍କ ନିଯୁକ୍ତି ପରେ ଟିମ୍‌କୁ ଅଧିକ ସଫଳତା ମିଳିବ ବୋଲି ଏବିସି କର୍ତ୍ତୃପକ୍ଷ କହିଛନ୍ତି। ବର୍ତ୍ତମାନ ଆଫ୍‌ଗାନିସ୍ତାନ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ ଭାବେ ଲାଲାଚାନ୍ଦ ଲାଜପୁତ ଅଛନ୍ତି।

Afghanistan-Cricket-Board-News

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 06:50 PM IST

ଲଣ୍ଡନ୍‌: ଆଫ୍‌ଗାନିସ୍ତାନ କ୍ରିକେଟ୍‌ ବୋର୍ଡ଼ (ଏବିସି)ରେ ଟେକ୍ନିକାଲ କନ୍‌ସଲଟାଣ୍ଟ ଭାବେ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଟିମ୍‌ର ପୂର୍ବତନ କୋଚ୍‌ ଫିଲ୍‌ ସିମୋନ୍‌ ଯୋଗଦେଇଛନ୍ତି। ଆଜି ଏହି ସୂଚନା ଦେଇଛି ଏବିସି।

୫୩ ବର୍ଷିଆ ସିମୋନ୍‌ ୱେଷ୍ଟଇଣ୍ଡିଜ୍‌ ପାଇଁ ୨୬ଟି ଟେଷ୍ଟ ଓ ୧୪୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି।

ସିମୋନ୍‌ଙ୍କ ନିଯୁକ୍ତି ପରେ ଟିମ୍‌କୁ ଅଧିକ ସଫଳତା ମିଳିବ ବୋଲି ଏବିସି କର୍ତ୍ତୃପକ୍ଷ କହିଛନ୍ତି। ବର୍ତ୍ତମାନ ଆଫ୍‌ଗାନିସ୍ତାନ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ ଭାବେ ଲାଲାଚାନ୍ଦ ଲାଜପୁତ ଅଛନ୍ତି।

Related story