ଆଠମଲ୍ଲିକକୁ ହରାଇ ଫୁଲବାଣୀ ଚାମ୍ପିଅନ୍‌

ବିନିକା (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ୍‌ ଅଇଁଲାସାରୀ ଖେଳ ପଡ଼ିଆରେ ଜାଗୃତି ରୁରାଲ୍‌ କ୍ଲକ୍‌ ଆନୁକୁଲ୍ୟରେ ୨୮ତମ ଏକ ଦିବସୀୟ ଅଲ୍‌ ଓଡ଼ିଶା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୁଲବାଣୀ ଦଳ ଚାମ୍ପିଅନ୍ ହୋଇଛି। ଆଠମଲ୍ଲିକ ଦଳ ରନର୍ସ ଅପ୍ ହୋଇଛି। ଫାଇନାଲ୍‌ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଫୁଲବାଣୀ ୪ଟି ଗୋଲ୍ ଦେଇଥିବା ବେଳେ ଆଠମଲ୍ଲିକ ୩ଟି ଗୋଲ୍ ଦେଇଥିଲା। ବିଭିନ୍ନ ଜିଲ୍ଲାର ଆଠଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। […]

football

football

Jitendra Garnayak
  • Published: Sunday, 30 September 2018
  • Updated: 30 September 2018, 12:55 PM IST

Sports

Latest News

ବିନିକା (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ୍‌ ଅଇଁଲାସାରୀ ଖେଳ ପଡ଼ିଆରେ ଜାଗୃତି ରୁରାଲ୍‌ କ୍ଲକ୍‌ ଆନୁକୁଲ୍ୟରେ ୨୮ତମ ଏକ ଦିବସୀୟ ଅଲ୍‌ ଓଡ଼ିଶା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଫୁଲବାଣୀ ଦଳ ଚାମ୍ପିଅନ୍ ହୋଇଛି। ଆଠମଲ୍ଲିକ ଦଳ ରନର୍ସ ଅପ୍ ହୋଇଛି।

ଫାଇନାଲ୍‌ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଫୁଲବାଣୀ ୪ଟି ଗୋଲ୍ ଦେଇଥିବା ବେଳେ ଆଠମଲ୍ଲିକ ୩ଟି ଗୋଲ୍ ଦେଇଥିଲା।

ବିଭିନ୍ନ ଜିଲ୍ଲାର ଆଠଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଡୁଙ୍ଗୁରିପାଲି
ବ୍ଲକ୍ ଅଧ୍ୟକ୍ଷ ବେଲାର ସେନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଚମ୍ପିଅନ୍ ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos