ପିଙ୍କ ବଲ୍‌ରେ ଖେଳି ନ ଥିବାରୁ ଆମକୁ କଷ୍ଟ ହୋଇପାରେ: ସିମ୍ମନ୍ସ

କାନ୍‌ବେରା:“ପିଙ୍କ୍‌ବଲ୍‌ରେ ଦିବାରାତ୍ର ଟେଷ୍ଟ ଖେଳିବାର ଆମର ଅଭିଜ୍ଞତା ନାହିଁ। ତେଣୁ ପାକିସ୍ତାନ ବିପକ୍ଷ ସିରିଜ୍‌ ଆମକୁ କଷ୍ଟକର ହୋଇପାରେ।” ମଙ୍ଗଳବାର ଏହା କହିଛନ୍ତି ୱେଷ୍ଟଇଣ୍ଡିଜ୍‌ କୋଚ୍‌ ଫିଲ୍‌ ସିମ୍ମନ୍ସ। ୟୁଏଇରେ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ସିରିଜ୍‌ ନେଇ ସେ ଏହା କହିଛନ୍ତି। ସେ କହିଛନ୍ତି,“ଆମେ କେବେ ପିଙ୍କ୍‌ ବଲରେ ଖେଳିନୁ। ଏହି ଟେଷ୍ଟ ମ୍ୟାଚ୍‌ ଦିବାରାତ୍ର ହୋଇଥିବାରୁ ଆମ ପାଇଁ ଏକ ଚ୍ୟାଲେଞ୍ଜ। ଆମେ ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବୁ। ଉଭୟ ବୋଲର ଓ […]

1PinkBalls

Rakesh Mallick
  • Published: Tuesday, 05 July 2016
  • , Updated: 05 July 2016, 05:57 PM IST

କାନ୍‌ବେରା:“ପିଙ୍କ୍‌ବଲ୍‌ରେ ଦିବାରାତ୍ର ଟେଷ୍ଟ ଖେଳିବାର ଆମର ଅଭିଜ୍ଞତା ନାହିଁ। ତେଣୁ ପାକିସ୍ତାନ ବିପକ୍ଷ ସିରିଜ୍‌ ଆମକୁ କଷ୍ଟକର ହୋଇପାରେ।”

ମଙ୍ଗଳବାର ଏହା କହିଛନ୍ତି ୱେଷ୍ଟଇଣ୍ଡିଜ୍‌ କୋଚ୍‌ ଫିଲ୍‌ ସିମ୍ମନ୍ସ। ୟୁଏଇରେ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ସିରିଜ୍‌ ନେଇ ସେ ଏହା କହିଛନ୍ତି।

ସେ କହିଛନ୍ତି,“ଆମେ କେବେ ପିଙ୍କ୍‌ ବଲରେ ଖେଳିନୁ। ଏହି ଟେଷ୍ଟ ମ୍ୟାଚ୍‌ ଦିବାରାତ୍ର ହୋଇଥିବାରୁ ଆମ ପାଇଁ ଏକ ଚ୍ୟାଲେଞ୍ଜ। ଆମେ ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବୁ। ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହା କଷ୍ଟକର।”

Related story