ଦିବାରାତ୍ର ଟେଷ୍ଟକୁ ଉଦଘାଟନ କଲେ ଶେଖ ହସିନା ଓ ମମତା ବାନାର୍ଜୀ

କୋଲଖାତା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଇଡେନ୍ ଗାର୍ଡେନ୍ସର ପାରମ୍ପରିକ୍ ବେଲ୍ ବଜାଇ ଐତିହାସିକ ଦିବାରାତ୍ର ଟେଷ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ୍ କରିଛନ୍ତି। ଶୁକ୍ରବାର ସକାଳେ ପ୍ରଧାମମନ୍ତ୍ରୀ ଶେଖ ହସିନା ସ୍ୱତନ୍ତ୍ର ବାଂଲାଦେଶ ବିମାନ ଯୋଗେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ କୋଲକାତା ମେୟର ଏବଂ ପଶ୍ଚିମବଙ୍ଗ ନଗର ଉନ୍ନୟନ ଓ ପୌରପାଳିକା ବ୍ୟାପାର ମନ୍ତ୍ରୀ ଫିରହାଦ୍ ହାକିମ୍‌, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ବାଲାଦେଶ […]

bell

bell

Ranjit Kumar Jena
  • Published: Friday, 22 November 2019
  • Updated: 22 November 2019, 08:12 PM IST

Sports

Latest News

କୋଲଖାତା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଇଡେନ୍ ଗାର୍ଡେନ୍ସର ପାରମ୍ପରିକ୍ ବେଲ୍ ବଜାଇ ଐତିହାସିକ ଦିବାରାତ୍ର ଟେଷ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ୍ କରିଛନ୍ତି। ଶୁକ୍ରବାର ସକାଳେ ପ୍ରଧାମମନ୍ତ୍ରୀ ଶେଖ ହସିନା ସ୍ୱତନ୍ତ୍ର ବାଂଲାଦେଶ ବିମାନ ଯୋଗେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ।

ସେଠାରେ ତାଙ୍କୁ କୋଲକାତା ମେୟର ଏବଂ ପଶ୍ଚିମବଙ୍ଗ ନଗର ଉନ୍ନୟନ ଓ ପୌରପାଳିକା ବ୍ୟାପାର ମନ୍ତ୍ରୀ ଫିରହାଦ୍ ହାକିମ୍‌, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ବାଲାଦେଶ ହାଇ କମିଶନର ଟୁ ଇଣ୍ଡିଆ ସୟଦ ମୁଆଜେମ୍ ଅଲୀ ଏବଂ ଭାରତୀୟ ହାଇକମିଶନର ଟୁ ବାଂଲାଦେଶର ରିଭା ଗାଙ୍ଗୁଲି ଦାସ ସ୍ୱାଗତ କରିଥିଲେ।

ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସୁରକ୍ଷା ସହ ତାଜ ବେଙ୍ଗଲ ହୋଟେଲକୁ ନିଆଯାଇଥିଲା। ଷ୍ଟାଡିୟମରେ ଶେଖ ହସିନାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ। ଦୁହେଁ ବେଲ୍ ବଜାଇ ମ୍ୟାଚକୁ ଉଦଘାଟନ କରିଥିଲେ। ଏହି ଅବସରରେ ଶେଖ ହସିମା ଉଭୟ ଦଳର ଖେଳାଳିଙ୍କୁ ସାକ୍ଷାତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story