ଦିବାରାତ୍ର ଟେଷ୍ଟ: ଚତୁର୍ଥ ଓ ପଞ୍ଚମ ଦିନର ଟିକେଟ୍ ଅର୍ଥ ଫେରିପାଇବେ ଦର୍ଶକ

କୋଲକାତା: ଭାରତ ଓ ବାଂଲାଦେଶ ମଧ୍ୟରେ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ତିନି ଦିନ ଭିତରେ ଶେଷ ହୋଇଛି। ତେବେ ବଳକା ଦୁଇଦିନ ଅର୍ଥାତ୍ ଚତୁର୍ଥ ଓ ପଞ୍ଚମ ଦିନର ଟିକେଟର ଅର୍ଥ ଦର୍ଶକଙ୍କୁ ଫେରାଇବା ପାଇଁ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି) ନିଷ୍ପତ୍ତି ନେଇଛି। ସାଧାରଣତଃ କୌଣସି ମ୍ୟାଚ୍ ବର୍ଷା କିମ୍ବା ଅନ୍ୟ କାରଣରୁ ବାତିଲ୍ ହେଲେ ଟିକେଟ୍ ଅର୍ଥ ଫେରାଇ ଦିଆଯାଇଥାଏ। କିନ୍ତୁ କୋଲକାତା ଟେଷ୍ଟର ଶେଷ ଦୁଇଦିନର ଟିକେଟ୍ […]

eden

eden

Ranjit Kumar Jena
  • Published: Monday, 25 November 2019
  • Updated: 25 November 2019, 06:23 PM IST

Sports

Latest News

କୋଲକାତା: ଭାରତ ଓ ବାଂଲାଦେଶ ମଧ୍ୟରେ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ତିନି ଦିନ ଭିତରେ ଶେଷ ହୋଇଛି। ତେବେ ବଳକା ଦୁଇଦିନ ଅର୍ଥାତ୍ ଚତୁର୍ଥ ଓ ପଞ୍ଚମ ଦିନର ଟିକେଟର ଅର୍ଥ ଦର୍ଶକଙ୍କୁ ଫେରାଇବା ପାଇଁ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି) ନିଷ୍ପତ୍ତି ନେଇଛି। ସାଧାରଣତଃ କୌଣସି ମ୍ୟାଚ୍ ବର୍ଷା କିମ୍ବା ଅନ୍ୟ କାରଣରୁ ବାତିଲ୍ ହେଲେ ଟିକେଟ୍ ଅର୍ଥ ଫେରାଇ ଦିଆଯାଇଥାଏ। କିନ୍ତୁ କୋଲକାତା ଟେଷ୍ଟର ଶେଷ ଦୁଇଦିନର ଟିକେଟ୍ ଫେରସ୍ତ କରାଯିବା, ନିଶ୍ଚିତ ଭାବେ ଏହା ବିରଳ ଘଟଣା।

କୋଲକାତାରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟର ପ୍ରଥମ ତିନିଦିନରେ ଷ୍ଟାଡିୟମ ଭରିଯାଇଥିଲା। ଏପରିକି ମ୍ୟାଚର ଚତୁର୍ଥ ଦିନର ଟିକେଟ୍ ମଧ୍ୟ ବିକ୍ରି ହୋଇସାରିଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ମ୍ୟାଚଟି ତୃତୀୟ ଦିବସର ପ୍ରଥମ ଘଣ୍ଟା ପର୍ଯ୍ୟନ୍ତ ତିଷ୍ଠିଥିଲା। ଏହି ମ୍ୟାଚରେ ଭାରତ ତିନୋଟି ଯାକ ଫର୍ମାଟରେ ବାଂଲାଦେଶକୁ ପଛରେ ପକାଇଥିଲା।

ସିଏବି ପକ୍ଷରୁ କୁହାଯାଇଛି ଯେ ଚତୁର୍ଥ ଓ ପଞ୍ଚମ ଦିନର ଟିକେଟ୍ ରିଫଣ୍ଡ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ ଉପଭୋକ୍ତାମାନେ ଶେଷ ଦୁଇଦିନର ଟିକେଟ୍ ଅନଲାଇନରେ ବୁକ୍ କରିଥିଲେ, ସେମାନଙ୍କ ପାଖକୁ ମେସେଜ୍ ପଠାଇ ଦିଆଯାଇଛି। ସେମାନଙ୍କୁ ଖୁବଶୀଘ୍ର ବକେୟା ଟିକେଟ୍ ଅର୍ଥ ଫେରାଇ ଦିଆଯିବ ବୋଲି ସିଏବି ପକ୍ଷରୁ କୁହାଯାଇଛି।

ସିଏବିର ସମ୍ପାଦକ ଅଭିଷେକ ଡାଲମିଆଁ କହିଛନ୍ତି, ସିଏବି ସର୍ବଦା କ୍ରିକେଟପ୍ରେମୀକୁ ପ୍ରାଥମିକତା ଦେଇ ଆସିଛି ଏବଂ ସେମାନଙ୍କୁ ସର୍ବଶ୍ରେଷ୍ଠ ସୁବିଧା ଉପଲବ୍ଧି କରାଇବାର ସବୁ ପ୍ରୟାସ ମଧ୍ୟ କରାଯାଇଛି। ମ୍ୟାଚର ଅନ୍ତିମ ଦୁଇଦିନର ଟିକେଟର ଅର୍ଥ ଫେରାଇବା ଆମର ନୈତିକ ଦାୟିତ୍ୱ। ଏହି ମ୍ୟାଚ୍ ପାଇଁ ଦୈନିକ ଟିକେଟର ମୂଲ୍ୟ ୫୦, ୧୦୦ ଓ ୧୫୦ ଟଙ୍କା ଧାର୍ଯ୍ୟ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story