କଲୋନ୍ ବକ୍ସିଂ ୱାର୍ଲ୍ଡ କପ୍: ପଦକ ପକ୍କା କଲେ ପିଙ୍କି ଓ ସାକ୍ଷୀ

କଲୋନ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ପିଙ୍କି ରାଣୀ (୫୧ କେଜି) ଓ ୟୁଥ୍ ୱାର୍ଲ୍ଡ ଚାମ୍ପିଅନ୍ ସାକ୍ଷୀ (୫୭ କେଜି) ଚଳିତ କଲୋନ୍ ବକ୍ସିଂ ୱାର୍ଲ୍ଡ କପ୍ ସେମିଫାଇନାଲରେ ପ୍ରବେଶ କରି ଭାରତ ପାଇଁ ଦୁଇ ପଦକ ପକ୍କା କରିଛନ୍ତି। ଇଣ୍ଡିଆ ଓପନ୍ ଗୋଲ୍ଡ ମେଡାଲିଷ୍ଟ ପିଙ୍କି କ୍ୱାର୍ଟରଫାଇନାଲରେ ଥାଇଲ୍ୟାଣ୍ଡର ଫୁନସାଙ୍ଗ୍ କାହିରାଚାୟାଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ସେହିପରି ୧୮ ବର୍ଷୀୟ ସାକ୍ଷୀ ଡେନମାର୍କର ସେସିଲେ କେଲିଙ୍କୁ ହରାଇ ଅନ୍ତିମ-୪ରେ ପହଞ୍ଚିଛନ୍ତି। ଏହା ପୂର୍ବରୁ […]

box

box

Ranjit Kumar Jena
  • Published: Thursday, 11 April 2019
  • Updated: 11 April 2019, 10:08 PM IST

Sports

Latest News

କଲୋନ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ପିଙ୍କି ରାଣୀ (୫୧ କେଜି) ଓ ୟୁଥ୍ ୱାର୍ଲ୍ଡ ଚାମ୍ପିଅନ୍ ସାକ୍ଷୀ (୫୭ କେଜି) ଚଳିତ କଲୋନ୍ ବକ୍ସିଂ ୱାର୍ଲ୍ଡ କପ୍ ସେମିଫାଇନାଲରେ ପ୍ରବେଶ କରି ଭାରତ ପାଇଁ ଦୁଇ ପଦକ ପକ୍କା କରିଛନ୍ତି। ଇଣ୍ଡିଆ ଓପନ୍ ଗୋଲ୍ଡ ମେଡାଲିଷ୍ଟ ପିଙ୍କି କ୍ୱାର୍ଟରଫାଇନାଲରେ ଥାଇଲ୍ୟାଣ୍ଡର ଫୁନସାଙ୍ଗ୍ କାହିରାଚାୟାଙ୍କୁ ୫-୦ରେ ପରାସ୍ତ କରିଛନ୍ତି।

ସେହିପରି ୧୮ ବର୍ଷୀୟ ସାକ୍ଷୀ ଡେନମାର୍କର ସେସିଲେ କେଲିଙ୍କୁ ହରାଇ ଅନ୍ତିମ-୪ରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଭାରତର ମୀନା କୁମାରୀ ମୈସନାମ ଓ ପି. ବସୁମାତାରୀ ଯଥାକ୍ରମେ ଫାଇନାଲ୍ ଓ ସେମିଫାଇନାଲରେ ପ୍ରବେଶ କରି ରୌପ୍ୟ ଓ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos