ଉଦ୍‌ଘାଟନୀ ସନ୍ଧ୍ୟାରେ ଆତସବାଜି ଯୋଗୁଁ ଭୁବନେଶ୍ୱର ଆକାଶ ଧୂଆଁ ମୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି ବିଶ୍ୱ ହକି ଲିଗ୍‌ ଫାଇଲାନ୍‌। ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆରମ୍ଭ ଏକ ରଙ୍ଗାରଙ୍ଗ ପରିବେଷ ମଧ୍ୟରେ ହୋଇଛି।  ରଙ୍ଗାରଙ୍ଗ ସାଂସ୍କୃତିକ କର୍ଯ୍ୟକ୍ରମ ସହ ଆଖି ଝଲସିବା ଭଳି ଆତସବାଜି ଉଦଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ହେଲେ ଦୀର୍ଘ ସମୟ ଧରି ଆତସବାଜି ଯୋଗୁଁ ସାରା ଷ୍ଟାଡିୟମ ଧୂଆଁରେ ଭିରିଯାଇଥିଲା। ଆକଶା ସମ୍ପୂର୍ଣ୍ଣ ଧୂଆଁ ଧୂଆଁ ଲାଗୁଥିଲା। ଏହା ଯୋଗୁଁ ସମଗ୍ର ପରିବେଷ ପ୍ରଦୂଷଣରେ ଭରିଯାଇଥିଲା।

ବିଶ୍ୱ ହକି ଲିଗ୍‌ ଉଦ୍‌ଘାଟନ ସମାରୋହରେ ଆତସବାଜି

ଭୁବନେଶ୍ୱରସ୍ଥିତି କଳିଙ୍ଗ ଷ୍ଟାଡିୟମରେ ଆଜି ଆରମ୍ଭ ହୋଇଥିବା ବିଶ୍ୱ ହକି ଲିଗ୍‌ ଉଦ୍‌ଘାଟନ ସମାରୋହରେ ଆତସବାଜି ପ୍ରଦର୍ଶନ #WorldHockeyLeague

Odisha Reporter यांनी वर पोस्ट केले शुक्रवार, १ डिसेंबर, २०१७