ଉଦ୍‌ଘାଟନୀ ସନ୍ଧ୍ୟାରେ ଆତସବାଜି ଯୋଗୁଁ ଭୁବନେଶ୍ୱର ଆକାଶ ଧୂଆଁ ମୟ

<p>&lt;h1&gt;ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି ବିଶ୍ୱ ହକି ଲିଗ୍&zwnj; ଫାଇଲାନ୍&zwnj;। ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆରମ୍ଭ ଏକ ରଙ୍ଗାରଙ୍ଗ ପରିବେଷ ମଧ୍ୟରେ ହୋଇଛି। &nbsp;ରଙ୍ଗାରଙ୍ଗ ସାଂସ୍କୃତିକ କର୍ଯ୍ୟକ୍ରମ ସହ ଆଖି ଝଲସିବା ଭଳି ଆତସବାଜି ଉଦଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ହେଲେ ଦୀର୍ଘ ସମୟ ଧରି ଆତସବାଜି ଯୋଗୁଁ ସାରା ଷ୍ଟାଡିୟମ ଧୂଆଁରେ ଭିରିଯାଇଥିଲା। ଆକଶା ସମ୍ପୂର୍ଣ୍ଣ ଧୂଆଁ ଧୂଆଁ ଲାଗୁଥିଲା। ଏହା ଯୋଗୁଁ ସମଗ୍ର ପରିବେଷ ପ୍ରଦୂଷଣରେ ଭରିଯାଇଥିଲା।&lt;/h1&gt;</p>

Ordigital Desk
  • Published: Friday, 01 December 2017
  • Updated: 01 December 2017, 10:59 PM IST

Sports

Latest News

<p>&lt;h1&gt;ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି ବିଶ୍ୱ ହକି ଲିଗ୍&zwnj; ଫାଇଲାନ୍&zwnj;। ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆରମ୍ଭ ଏକ ରଙ୍ଗାରଙ୍ଗ ପରିବେଷ ମଧ୍ୟରେ ହୋଇଛି। &nbsp;ରଙ୍ଗାରଙ୍ଗ ସାଂସ୍କୃତିକ କର୍ଯ୍ୟକ୍ରମ ସହ ଆଖି ଝଲସିବା ଭଳି ଆତସବାଜି ଉଦଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ହେଲେ ଦୀର୍ଘ ସମୟ ଧରି ଆତସବାଜି ଯୋଗୁଁ ସାରା ଷ୍ଟାଡିୟମ ଧୂଆଁରେ ଭିରିଯାଇଥିଲା। ଆକଶା ସମ୍ପୂର୍ଣ୍ଣ ଧୂଆଁ ଧୂଆଁ ଲାଗୁଥିଲା। ଏହା ଯୋଗୁଁ ସମଗ୍ର ପରିବେଷ ପ୍ରଦୂଷଣରେ ଭରିଯାଇଥିଲା।&lt;/h1&gt;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos