ଏଥର ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ ମ୍ୟାଚ!

ମୁମ୍ବାଇ: ସାରା ବିଶ୍ୱକୁ ଏବେ ଘାରିଛି ‘କରୋନା’ ଚିନ୍ତା। ଏଥିରୁ ବାଦ୍ ପଡ଼ିନି ଭାରତ। ଚଳିତମାସ ଶେଷ ଭାଗରେ ଭାରତରେ ଆୟୋଜିତ ହେବ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣ। ଅନ୍ୟ ଦେଶ ତୁଳନାରେ ଭାରତରେ କୌଣସି କ୍ରିକେଟ୍ ମ୍ୟାଚରେ ଷ୍ଟାଡିୟମ ଖଚାଖଚ୍ ଭରି ରହିଥାଏ ଏବଂ ହଜାର ହଜାର ସଂଖ୍ୟକ ଦର୍ଶକ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବାକୁ ଆସନ୍ତି। କିନ୍ତୁ ଏବେ କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି […]

ipl

ipl

Ranjit Kumar Jena
  • Published: Thursday, 12 March 2020
  • Updated: 12 March 2020, 05:08 PM IST

Sports

Latest News

ମୁମ୍ବାଇ: ସାରା ବିଶ୍ୱକୁ ଏବେ ଘାରିଛି 'କରୋନା' ଚିନ୍ତା। ଏଥିରୁ ବାଦ୍ ପଡ଼ିନି ଭାରତ। ଚଳିତମାସ ଶେଷ ଭାଗରେ ଭାରତରେ ଆୟୋଜିତ ହେବ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣ। ଅନ୍ୟ ଦେଶ ତୁଳନାରେ ଭାରତରେ କୌଣସି କ୍ରିକେଟ୍ ମ୍ୟାଚରେ ଷ୍ଟାଡିୟମ ଖଚାଖଚ୍ ଭରି ରହିଥାଏ ଏବଂ ହଜାର ହଜାର ସଂଖ୍ୟକ ଦର୍ଶକ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବାକୁ ଆସନ୍ତି। କିନ୍ତୁ ଏବେ କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଟୁର୍ଣ୍ଣାମେଣ୍ଟକୁ ବିନା ଦର୍ଶକରେ ଆୟୋଜନ କରାଯିବା ନେଇ ଯୋଜନା କରାଯାଉଛି।

ଷ୍ଟାଡିୟମକୁ ଅଧିକ ସଂଖ୍ୟକ ଦର୍ଶକଙ୍କ ଆସିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ତେଣୁ କରୋନା ଭାଇରସକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ବିସିସିଆଇ ସମେତ ଅନ୍ୟ ଜାତୀୟ ମହାସଂଘକୁ ନିର୍ଦ୍ଦେଶ ଦେଇଛି ଯେ କୌଣସି ଟୁର୍ଣ୍ଣାମେଣ୍ଟର ଆୟୋଜନ ବନ୍ଦ କବାଟ ବନ୍ଦ କବାଟ ପଛରେ (ଅର୍ଥାତ୍ ଦର୍ଶକ ମ୍ୟାଚକୁ ଲାଇଭ୍ ଦେଖିବାରୁ ବଞ୍ଚିତ ରହିବେ) କରାଯିବା ଦରକାର।

ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ସ୍ପଷ୍ଟ ହୋଇଛି ଯେ ବିସିସିଆଇ ଯଦି ଆଇପିଏଲର ଆୟୋଜନ କରେ, ତାହେଲେ ଏହି ଟୁର୍ଣ୍ଣାମେଣ୍ଟକୁ ବିନା ଦର୍ଶକରେ ଆୟୋଜନ କରାଯିବ ଏବଂ ଏହା ବନ୍ଦ କବାଟ ଭିତରେ ଖେଳାଯାଇପାରେ। ଏ ନେଇ ଜଣେ ବିସିସିଆଇ ଅଧିକାରୀ ମଧ୍ୟ କହିଛନ୍ତି, ଆମେ ବନ୍ଦ କବାଟ ଭିତରେ ଆଇପିଏଲ୍ ମ୍ୟାଚକୁ କରାଇବା ଉପରେ ବିଚାର କରୁଛୁ। ତେବେ ଟିମଗୁଡ଼ିକୁ ପ୍ରଦାନ କରାଯିବାକୁ ଥିବା ଲାଭାଂଶ ଉପରେ ଶନିବାର ବିଚାର କରାଯିବ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର କରୋନା ଭାଇରସର ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିବା ପରେ ନୂଆ ଆଡଭାଇଜରୀ ଜାରି କରି କୁଟନୈତିକ ଓ ନିଯୁକ୍ତି କ୍ଷେତ୍ରୀୟ ଶ୍ରେଣୀକୁ ଛାଡ଼ି ସମସ୍ତ ବିଦେଶୀଙ୍କର ଭିସା ଉପରେ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି।

ଏପରିକି କେନ୍ଦ୍ର କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲାନିଆ କହିଛନ୍ତି, "ଯଦି କୌଣସି ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଇପାରିବ ନାହିଁ, ତାହେଲେ ଏହାକୁ ବନ୍ଦ କବାଟ ମଧ୍ୟରେ ଆୟୋଜନ କରାଯିବା କରାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଯେପରି କୌଣସି ଦର୍ଶକ ମ୍ୟାଚ୍ ଦେଖିବାକୁ ନଆସନ୍ତି, ଏହା ଉପରେ ବିଶେଷ ନଜର ରଖାଯିବ। ଆମେ ବିସିସିଆଇ ସମେତ ସମସ୍ତ ଜାତୀୟ ସଂଘକୁ ନିର୍ଦ୍ଦେଶ ଦେଇଛୁ ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଆଡଭାଇଜରୀକୁ ପାଳନ କରାଯାଉ। ଆମେ ମଧ୍ୟ ସେମାନଙ୍କୁ କୌଣସି ସାର୍ବଜନିକ ସ୍ଥାନରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛୁ।" ତେବେ ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ଏବେ ସ୍ପଷ୍ଟ ହୋଇଛି ଯେ ବିସିସିଆଇ ଯଦି ଆଇପିଏଲର ଆୟୋଜନ କରେ, ତାହେଲେ ଏହାକୁ ବନ୍ଦ କବାଟ ଭିତରେ କରାଇବାକୁ ପଡ଼ିବ।

ସରକାରଙ୍କ ଏହି ନିର୍ଦ୍ଦେଶ ପରେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଆମକୁ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରିବାକୁ ପଡ଼ିବ। ଆମେ ଖେଳାଳି, ପ୍ରଶଂସକ ଓ ଜନସାଧାରଣଙ୍କ ହିତ ପାଇଁ ସର୍ବଶ୍ରେଷ୍ଠ ପଦକ୍ଷେପ ଉଠାଇବୁ। ବର୍ତ୍ତମାନ ପରିସ୍ଥିତି ଦ୍ରୁତ ଗତିରେ ବଦଳିବାରେ ଲାଗିଛି ଏବଂ ଆମ ପାଖରେ ଏଭଳି ପରିସ୍ଥିତି ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଶନିବାର ଆଇପିଏଲ୍ କାର୍ଯ୍ୟକାରୀ ପରିଷଦର ବୈଠକ ମୁମ୍ବାଇରେ ହେବ। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି କୌଣସି ବଡ଼ ନିଷ୍ପତ୍ତି ନିଆଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story