ଦର୍ଶକ ବିନା ଟିକେଟରେ ଦେଖି ପାରିବେ ପ୍ରାକ୍ଟିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟି-୨୦ ମ୍ୟାଚ୍ ଲାଗି ଖେଳାଳିଙ୍କ ପାଇଁ ସମ୍ପୂର୍ଣ୍ଣ ପୋଲିସ ଛାଉଣୀ ପାଲଟିଛି ବାରବାଟୀ। ପୋଲିସ ଡିଜି ଆର.ପି. ଶର୍ମା ଆଜି ବାରବାଟୀ ଷ୍ଟାଡିୟମ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସନ୍ଧାନୀ କୁକୁର ଓ ମେଟାଲ ଡିଟେକଟର ସହାୟତାରେ ପଡ଼ିଆରେ ଟିକିନିଖି ଯାଞ୍ଚ୍ କରିଛି କମିଶନରେଟ୍ ପୋଲିସ। ଏଥର ମ୍ୟାଚ୍ ବେଳେ ପଡ଼ିଆ ବାହାରେ ଓ ଭିତରେ ସୁରକ୍ଷା ସମ୍ଭାଳିବାକୁ ମୁତୟନ ହେବେ ୬୩ ପ୍ଲାଟୁନ୍ ଫୋର୍ସ। ବୁଧବାର ସାନ୍ଧ୍ୟ ୭ଟାରେ ବାରବାଟୀକୁ […]

team

team

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 08:13 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟି-୨୦ ମ୍ୟାଚ୍ ଲାଗି ଖେଳାଳିଙ୍କ ପାଇଁ ସମ୍ପୂର୍ଣ୍ଣ ପୋଲିସ ଛାଉଣୀ ପାଲଟିଛି ବାରବାଟୀ। ପୋଲିସ ଡିଜି ଆର.ପି. ଶର୍ମା ଆଜି ବାରବାଟୀ ଷ୍ଟାଡିୟମ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସନ୍ଧାନୀ କୁକୁର ଓ ମେଟାଲ ଡିଟେକଟର ସହାୟତାରେ ପଡ଼ିଆରେ ଟିକିନିଖି ଯାଞ୍ଚ୍ କରିଛି କମିଶନରେଟ୍ ପୋଲିସ। ଏଥର ମ୍ୟାଚ୍ ବେଳେ ପଡ଼ିଆ ବାହାରେ ଓ ଭିତରେ ସୁରକ୍ଷା ସମ୍ଭାଳିବାକୁ ମୁତୟନ ହେବେ ୬୩ ପ୍ଲାଟୁନ୍ ଫୋର୍ସ। ବୁଧବାର ସାନ୍ଧ୍ୟ ୭ଟାରେ ବାରବାଟୀକୁ ଓହ୍ଲାଇବେ ଭାରତ ଓ ଶ୍ରୀଲଙ୍କା। ତା ପୂର୍ବରୁ ଦୁଇଟି ପର୍ୟ୍ୟାୟରେ ପ୍ରାକ୍ଟିସ କରିବେ ଉଭୟ ଦଳ। ଶ୍ରୀଲଙ୍କା ଟିମ୍ ସକାଳେ ଓ ଟିମ୍ ଇଣ୍ଡିଆ ଖେଳାଳି ଅପରାହ୍ନରେ ଅଭ୍ୟାସ କରିବେ। ଅଭ୍ୟାସ ମ୍ୟାଚ୍ ଦର୍ଶକ ବିନା ଟିକେଟରେ ଦେଖି ପାରିବେ ବୋଲି ଓସିଏ କହିଛି।

https://www.youtube.com/watch?v=FU1gWGBY_Nk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos