ବ୍ରାଜିଲ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍‌: ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରାଜିଲରେ ଚାଲିଥିବା ବ୍ରାଜିଲ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ତାରକା ପ୍ରମୋଦ ଭଗତ ବିଜୟଧାରା ଅବ୍ୟାହତ ରଖି ଉଭୟ ସିଙ୍ଗଲ୍ସ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରମୋଦ ଜାପାନର ଡାଇସୁକ୍ ଫୁଜିହାରାଙ୍କୁ ସିଧାସଳଖ ୨୧-୧୫, ୨୧-୧୮ ଗେମରେ ହରାଇଛନ୍ତି। ଟାଇଟଲ୍ ଲଢ଼େଇରେ ତାଙ୍କ ସାମ୍ନା ନିଜ ଦେଶର ମନୋଜ ସରକାରଙ୍କ ସହ ହେବ। ସେହିପରି ପ୍ରମୋଦ ଡବଲ୍ସରେ ନିଜ ଦେଶର ମନୋଜ ସରକାରଙ୍କ […]

pramod

pramod

Ranjit Kumar Jena
  • Published: Friday, 14 February 2020
  • Updated: 14 February 2020, 09:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରାଜିଲରେ ଚାଲିଥିବା ବ୍ରାଜିଲ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ତାରକା ପ୍ରମୋଦ ଭଗତ ବିଜୟଧାରା ଅବ୍ୟାହତ ରଖି ଉଭୟ ସିଙ୍ଗଲ୍ସ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

ଶୁକ୍ରବାର ଅନୁଷ୍ଠିତ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରମୋଦ ଜାପାନର ଡାଇସୁକ୍ ଫୁଜିହାରାଙ୍କୁ ସିଧାସଳଖ ୨୧-୧୫, ୨୧-୧୮ ଗେମରେ ହରାଇଛନ୍ତି। ଟାଇଟଲ୍ ଲଢ଼େଇରେ ତାଙ୍କ ସାମ୍ନା ନିଜ ଦେଶର ମନୋଜ ସରକାରଙ୍କ ସହ ହେବ। ସେହିପରି ପ୍ରମୋଦ ଡବଲ୍ସରେ ନିଜ ଦେଶର ମନୋଜ ସରକାରଙ୍କ ସହ ମିଶି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ପ୍ରମୋଦ ଓ ମନୋଜଙ୍କ ଯୋଡ଼ି କ୍ୱାର୍ଟରଫାଇନାଲରେ ଭାରତର ନିତେଶ କୁମାର ଓ ତରୁଣଙ୍କୁ ସିଧାସଳଖ ୨୧-୧୭, ୨୧-୧୫ ଗେମରେ ପରାସ୍ତ କରିଛନ୍ତି। ସେମିରେ ପ୍ରମୋଦ ଓ ମନୋଜ ଫ୍ରାନ୍ସର ଗୈଲୀ ଗୁଇଲୌମ୍ ଓ ମାଥ୍ୟୁ ଥୋମାସଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story