ପ୍ରତି ପଞ୍ଚାୟତରେ ହେବ ଷ୍ଟାଡିୟମ୍

ଭୁବନେଶ୍ୱର: ରାଜ୍ୟରେ ଫୁଟବଲ୍ କ୍ରୀଡ଼ାକୁ ଲୋକପ୍ରିୟ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଭିତ୍ତିଭୂମି ବିକାଶ ନେଇ ଉଦ୍ୟମ ଜାରି ରହିଛି। ରାଜ୍ୟର ପ୍ରତି ପଞ୍ଚାୟତରେ ୫ଲକ୍ଷ ଟଙ୍କା ବିନିମୟରେ ଏକ ମିନି ଷ୍ଟାଡ଼ିୟମ୍ ନିର୍ମାଣ କରାଯିବ। ଆଗକୁ ବ୍ଲକ ସ୍ତରରେ ମଧ୍ୟ ଷ୍ଟାଡ଼ିୟମ ନିର୍ମାଣ କରାଯିବ। ଏଥିପାଇଁ ୨୫ଲକ୍ଷ ଟଙ୍କ। ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ଏଥିପାଇଁ ୨୦ଲକ୍ଷ ଟଙ୍କ। ଏବଂ ବିଧାୟକ ଓ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ […]

sudam marandi

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 03:08 PM IST

ଭୁବନେଶ୍ୱର: ରାଜ୍ୟରେ ଫୁଟବଲ୍ କ୍ରୀଡ଼ାକୁ ଲୋକପ୍ରିୟ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଭିତ୍ତିଭୂମି ବିକାଶ ନେଇ ଉଦ୍ୟମ ଜାରି ରହିଛି। ରାଜ୍ୟର ପ୍ରତି ପଞ୍ଚାୟତରେ ୫ଲକ୍ଷ ଟଙ୍କା ବିନିମୟରେ ଏକ ମିନି ଷ୍ଟାଡ଼ିୟମ୍ ନିର୍ମାଣ କରାଯିବ। ଆଗକୁ ବ୍ଲକ ସ୍ତରରେ ମଧ୍ୟ ଷ୍ଟାଡ଼ିୟମ ନିର୍ମାଣ କରାଯିବ। ଏଥିପାଇଁ ୨୫ଲକ୍ଷ ଟଙ୍କ। ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ଏଥିପାଇଁ ୨୦ଲକ୍ଷ ଟଙ୍କ। ଏବଂ ବିଧାୟକ ଓ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଶନିବାର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି ବିଧାନସଭାରେ କହିଛନ୍ତି । ସେହିପରି କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଆର୍ଥିକ ପୁରସ୍କାରର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Related story