ଟିମ୍ ଇଣ୍ଡିଆ ବ୍ୟାଟିଂ କୋଚ୍ ଦୌଡ଼ରେ ପ୍ରବୀଣ ଆମ୍ରେ

ମୁମ୍ବାଇ: ପୂର୍ବତନ କ୍ରିକେଟର ପ୍ରବୀଣ ଆମ୍ରେ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ପାଇଁ ଆବେଦନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଡର୍ବାନରେ ଆମ୍ରେଙ୍କ ଡେବ୍ୟୁ ଟେଷ୍ଟ ଆଜି ପ୍ରଶଂସକଙ୍କ ମନରୁ ଲିଭି ନାହିଁ। ଆମ୍ରେ ଭାରତ ପକ୍ଷରୁ ୧୧ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହା ମଧ୍ୟରେ ସେ ଗୋଟିଏ ଶତକ ଓ ତିନି ଅର୍ଦ୍ଧଶତକ ସହ ୪୨୫ ରନ୍ କରିଛନ୍ତି। ଏହାବ୍ୟତୀତ ସେ ୩୭ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୫୧୩ ରନ୍ କରିଛନ୍ତି। ଦିନିକିଆରେ ତାଙ୍କ ନାମରେ […]

amre

amre

Ranjit Kumar Jena
  • Published: Monday, 29 July 2019
  • Updated: 29 July 2019, 06:17 PM IST

Sports

Latest News

ମୁମ୍ବାଇ: ପୂର୍ବତନ କ୍ରିକେଟର ପ୍ରବୀଣ ଆମ୍ରେ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ପାଇଁ ଆବେଦନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଡର୍ବାନରେ ଆମ୍ରେଙ୍କ ଡେବ୍ୟୁ ଟେଷ୍ଟ ଆଜି ପ୍ରଶଂସକଙ୍କ ମନରୁ ଲିଭି ନାହିଁ। ଆମ୍ରେ ଭାରତ ପକ୍ଷରୁ ୧୧ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହା ମଧ୍ୟରେ ସେ ଗୋଟିଏ ଶତକ ଓ ତିନି ଅର୍ଦ୍ଧଶତକ ସହ ୪୨୫ ରନ୍ କରିଛନ୍ତି। ଏହାବ୍ୟତୀତ ସେ ୩୭ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୫୧୩ ରନ୍ କରିଛନ୍ତି। ଦିନିକିଆରେ ତାଙ୍କ ନାମରେ ୨ ଅର୍ଦ୍ଧଶତକ ରହିଛି।

ଆମ୍ରେ ସ୍ୱଗର୍ତ ରମାକାନ୍ତ ଆଚରେକରଙ୍କ ସ୍କୁଲ୍ ଅଫ୍ କ୍ରିକେଟର ଛାତ୍ର। ସେ କୋଚ୍ ଭାବେ ମୁମ୍ବାଇକୁ ରଣଜୀ ଚାମ୍ପିଅନ୍ କରାଇଥିଲେ। ବର୍ତ୍ତମାନ ଆମ୍ରେ ଆମେରିକା କ୍ରିକେଟର ବ୍ୟାଟିଂ ପରାମର୍ଶଦାତା ଅଛନ୍ତି। ବିସିସିଆଇ କୋଚିଂ ଷ୍ଟାଫ୍ ପାଇଁ ଆବେଦନ ପ୍ରକ୍ରିୟା କରିଥିଲା। ଏଥିରେ ମୁଖ୍ୟ କୋଚ୍ ବ୍ୟତୀତ ବ୍ୟାଟିଂ ଓ ବୋଲିଂ କୋଚ୍ ପଦବୀ ମଧ୍ୟ ସାମିଲ୍ ଅଛି।

ଆବେଦନ କରିବାର ଶେଷ ତାରିଖ ଜୁଲାଇ ୩୦ ତାରିଖ ରଖାଯାଇଛି। ବର୍ତ୍ତମାନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କ କାର୍ଯ୍ୟକାଳ ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଅନୁମାନ କରାଯାଉଛି ଯେ, ବାଙ୍ଗରଙ୍କ କାର୍ଯ୍ୟକାଳ ଏହି ଗସ୍ତ ପରେ ଆଉ ବୃଦ୍ଧି କରାଯିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story