ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍: ସାଇନା ଓ ଲି ସବୁଠୁ ଦାମୀ ଖେଳାଳି

ମୁମ୍ବାଇ: ଆସନ୍ତା ଜାନୁୟାରୀ ୨ ତାରିଖରୁ ମୁମ୍ୱାଇରେ ହେବାକୁ ଥିବା ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍  ପାଇଁ ହୋଇଥିବା ନିଲାମୀରେ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି ଟପ୍ ସଟଲର୍ ସାଇନା ନେହ୍ୱାଲ୍। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସାଇନାଙ୍କୁ ଅୱଧ ୱାରିୟର୍ସ ଲକ୍ଷ୍ନୌ ଏକ ଲକ୍ଷ ଆମେରିକୀୟ ଡଲାରରେ କିଣିଛି। ସେହିପରି ପୂର୍ବତନ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ମାଲେସିଆର ଲି ଚୋଙ୍ଗ ୱଇଙ୍କୁ ସମାନ ଦରରେ କିଣିଛି ହାଇଦ୍ରାବାଦ ହଣ୍ଟର୍ସ। ସାଇନା […]

sainanehwal

sainanehwal

Rakesh Mallick
  • Published: Tuesday, 08 December 2015
  • Updated: 09 December 2015, 02:49 AM IST

ମୁମ୍ବାଇ: ଆସନ୍ତା ଜାନୁୟାରୀ ୨ ତାରିଖରୁ ମୁମ୍ୱାଇରେ ହେବାକୁ ଥିବା ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍  ପାଇଁ ହୋଇଥିବା ନିଲାମୀରେ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି ଟପ୍ ସଟଲର୍ ସାଇନା ନେହ୍ୱାଲ୍। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସାଇନାଙ୍କୁ ଅୱଧ ୱାରିୟର୍ସ ଲକ୍ଷ୍ନୌ ଏକ ଲକ୍ଷ ଆମେରିକୀୟ ଡଲାରରେ କିଣିଛି।

ସେହିପରି ପୂର୍ବତନ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ମାଲେସିଆର ଲି ଚୋଙ୍ଗ ୱଇଙ୍କୁ ସମାନ ଦରରେ କିଣିଛି ହାଇଦ୍ରାବାଦ ହଣ୍ଟର୍ସ। ସାଇନା ଓ ଚୋଙ୍ଗଙ୍କ ନାଁ ନିଲାମୀ ତାଲିକାରେ ଥିଲେ ହେଁ ପ୍ରି ନିଲାମୀ ପ୍ରକ୍ରିୟାରେ ସେମାନଙ୍କୁ କିଣିଥିଲେ ଦୁଇ ଫ୍ରାଞ୍ଚାଇଜ।ସାଇନା ଓ ଚୋଙ୍ଗଙ୍କୁ ଭାରତୀୟ ମୁଦ୍ରାରେ ପ୍ରାୟ ୬୬ଲକ୍ଷ ୭୦ହଜାର ୭୪୫ଟଙ୍କା ଲେଖାଏଁ ମିଳିବ।

ସୂଚନାଯୋଗ୍ୟ, ଏହି ପ୍ରିମିୟର ବ୍ୟାଡମିଣ୍ଟନ ଲିଗରେ ଭାରତର ପିଭି ସିନ୍ଧୁ ୯୫ହଜାର ଆମେରିକୀୟ ଡଲାର, କେ.ଶ୍ରୀକାନ୍ତ ୮୦ହଜାର ଆମେରିକୀୟ ଡଲାରରେ ବିକ୍ରି ହୋଇଛନ୍ତି। ନିଲାମରେ ୫୦ରୁ ଅଧିକ ଖେଳାଳିଙ୍କ ନିଲାମୀ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story