ଲଣ୍ଡନ: କରୋନା ଭାଇରସ ପାଇଁ ପ୍ରସିଦ୍ଧ ଫୁଟବଲ ପ୍ରିମିୟର ଲିଗ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ହୋଇଛି। ପ୍ରିମିୟର ଲିଗ କେବେ ହେବ, ତା’କୁ ନେଇ ଏଥିରେ ଅଂଶ ଗ୍ରହଣ କରିବାକୁ ଥିବା ୨୦ଟି ଯାକ ଟିମ୍ର ବୈଠବ ବସିଥିଲା। ବର୍ତ୍ତମାନ କରୋନା ଯୋଗୁ ସାରା ବିଶ୍ୱରେ ହାହାକାର ସ୍ଥିତି ସୃଷ୍ଟି ହୋଇଥିବାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ନ କରିବାକୁ ନିଷ୍ପତ୍ତି ହୋଇଛି।
ଏହି ଇଂଲିଶ ଫୁଟବଲ ଲିଗ କରୋନା ବିଶ୍ୱ ମହାମାରୀ ରୂପ ନେବା ପୂର୍ବରୁ ଆରମ୍ଭ ହୋଇଥିଲା। ଦିନକୁ ଦିନ ଏହା ବ୍ୟାପିବାରୁ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ଏପ୍ରିଲ ୩୦ ପରେ ଅର୍ଥାତ ମେ’ ମାସ ପ୍ରଥମ ସପ୍ତାହରୁ ପୁଣି ଆରମ୍ଭ ହେବାର ଥିଲା।
କିନ୍ତୁ ବର୍ତ୍ତମାନ ପରିବେଶ ସୁରକ୍ଷିତ ନ ହେବା ଯାଏ ଏହାକୁ ବନ୍ଦ ରଖାଯିବ। ସମସ୍ତ ୨୦ଟି ଯାକ କ୍ଲବ ମିଳିତ ଭାବେ ସରକାର ଓ ମେଡିକାଲ ପକ୍ଷରୁ ଜାରି କରୋନା ସମ୍ପର୍କିତ ଗାଇଡଲାଇନକୁ ପାଳନ କରିବବେ। ଅଧିକାଂଶ ଟିମ୍ ଆହୁରି ୯ରୁ ୧୦ଟି ମ୍ୟାଚ୍ ଖେଳିବାର ଥିଲା। ହେଲେ କରୋନା ସବୁ କିଛି ବିଗାଡ଼ି ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।
Health
ରସୁଣକୁ ଦେଶୀ ଘିଅରେ ଭାଜି ଖାଆନ୍ତୁ, ଏହି ସବୁ ସ୍ୱାସ୍ଥ୍ୟଗତ ସମସ୍ୟାର କରିଥାଏ ସମାଧାନ
ରସୁଣ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଭାଇରାଲ।
Health
କଞ୍ଚା କ୍ଷୀର ପିଉଛନ୍ତି କି? ରୁହନ୍ତୁ ସାବଧାନ
ଆମେରିକାର ଫୁଡ୍ ଡ୍ରଗ୍ ଆଣ୍ଡ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ସମେତ ଆଉ କିଛି ସଂସ୍ଥା କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ କଞ୍ଚା କ୍ଷୀରରେ ପ୍ରୋବାୟୋଟିକ୍ସ ନଥାଏ।