ବାରବାଟୀ ଦିନିକିଆ ପାଇଁ ଆରଡିସିଙ୍କ ବୈଠକ

କଟକ (ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏ ନେଇ ମଙ୍ଗଳବାର ଆରଡିସିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକ ସମସ୍ତ କାମ ତୁରନ୍ତ ଶେଷ କରିବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ଆରଡିସି ସହ […]

rdc

rdc

Ranjit Kumar Jena
  • Published: Tuesday, 26 November 2019
  • Updated: 26 November 2019, 09:59 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏ ନେଇ ମଙ୍ଗଳବାର ଆରଡିସିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକ ସମସ୍ତ କାମ ତୁରନ୍ତ ଶେଷ କରିବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି।

ଆରଡିସି ସହ ଓସିଏର ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ମ୍ୟାଚ୍ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା, ଜଳଯୋଗାଣ, ଗ୍ୟାଲେରୀ ଭିତରେ ଆବଶ୍ୟକ ଟଏଲେଟ୍ ସୁବିଧା ସହ ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାର ମରାମତି ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। ଏହାଛଡ଼ା ଗ୍ୟାଲେରୀ ଭିତରେ ଦର୍ଶକଙ୍କୁ ଖାଦ୍ୟ ସାମଗ୍ରୀ ଚଢ଼ା ଦରରେ ବିକ୍ରି ନକରାଯାଏ, ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ଖେଳାଳିମାନେ ଯେଉଁ ରାସ୍ତା ଦେଇ ଷ୍ଟାଡିୟମକୁ ଆସିବେ, ସେଗୁଡ଼ିକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଆରଡିସି କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (ସିଏମସି)କୁ ନିର୍ଦ୍ଦେଶ ଦେଇଛି।

ପ୍ରାୟ ଅଢ଼େଇ ବର୍ଷ ପରେ ବାରବାଟୀରେ ପୁଣିଥରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ହେଉଥିବାରୁ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ବର୍ତ୍ତମାନ ଷ୍ଟାଡିୟମରେ ଫ୍ଲଡଲାଇଟ୍ ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରୀ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଏହି କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ ନାହିଁ ବୋଲି କୁହାଯାଇଛି। ଡିସେମ୍ବର ୫ ତାରିଖରୁ ଅନଲାଇନରେ ମୋଟ ୯ଜହାର ୩୧୦ ଟିକେଟ୍ ବିକ୍ରି କରାଯିବ। ସେହିପରି ୧୪ ଓ ୧୫ ତାରିଖରେ ଓସିଏ ଅନୁବନ୍ଧିତ ସଂସ୍ଥା ତଥା ସ୍କୁଲ, କଲେଜ ଆଦିଙ୍କୁ ଟିକେଟ୍ ବିକ୍ରି କରାଯିବ। ଏହା ପରେ ଡିସେମ୍ବର ୧୯ ଓ ୨୦ ତାରିଖରେ ଷ୍ଟାଡିୟମର କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ।

ଗ୍ୟାଲେରୀ ନମ୍ବର ୧ ଓ ୩ର ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଗ୍ୟାଲେରୀ ନଂ ୨ ଓ ୪ର ମୂଳ୍ୟ ୫୦୦, ଗ୍ୟାଲେରୀ ନଂ ୬ ଓ ୭ର ମୂଲ୍ୟ ୪୦୦, ସ୍ପେଶାଲ ଏନକ୍ଲୋଜରର ମୂଲ୍ୟ ୩ହଜାର, ନ୍ୟୁ ପ୍ୟାଭିଲିୟନର ମୂଲ୍ୟ ୫ହଜାର, କର୍ପୋରେଟ୍ ବକ୍ସର ମୂଲ୍ୟ ୮ହଜାର ଏବଂ ଏସି ବକ୍ସ (ଗ୍ୟାଲେରୀ ନମ୍ବର-୪)ର ମୂଲ୍ୟ ୫ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story