ମୁମ୍ବାଇ ରଣଜୀ ସ୍କ୍ୱାଡରେ ପୃଥ୍ୱୀ ଶ'

ମୁମ୍ବାଇ: ଘରୋଇ କ୍ରିକେଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ରଣଜୀ ଟ୍ରଫି ଚଳିତ ମାସ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ମଙ୍ଗଳବାର ମୁମ୍ବାଇ ରଣଜୀ ଦଳର ଘୋଷଣା କରାଯାଇଛି। ଟେଷ୍ଟ ସ୍ପେଶାଲିଷ୍ଟ ଆଜିଙ୍କ୍ୟ ରାହାଣେ ଓ ପୃଥ୍ୱୀ ଶ’ ୧୫ଜଣିଆ ମୁମ୍ବାଇ ରଣଜୀ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ୪୧ଥରର ବିଜେତା ମୁମ୍ବାଇ ଆସନ୍ତା ୯ ତାରିଖରେ ତା’ର ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବ। ଟିମର ନେତୃତ୍ୱ ନେବେ ଅଭିଜ୍ଞ ସୂର୍ଯ୍ୟକୁମାର ଯାଦବ। ତାଙ୍କ ଡେପୁଟି […]

shaw

shaw

Ranjit Kumar Jena
  • Published: Tuesday, 03 December 2019
  • Updated: 03 December 2019, 04:53 PM IST

ମୁମ୍ବାଇ: ଘରୋଇ କ୍ରିକେଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ରଣଜୀ ଟ୍ରଫି ଚଳିତ ମାସ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ମଙ୍ଗଳବାର ମୁମ୍ବାଇ ରଣଜୀ ଦଳର ଘୋଷଣା କରାଯାଇଛି। ଟେଷ୍ଟ ସ୍ପେଶାଲିଷ୍ଟ ଆଜିଙ୍କ୍ୟ ରାହାଣେ ଓ ପୃଥ୍ୱୀ ଶ' ୧୫ଜଣିଆ ମୁମ୍ବାଇ ରଣଜୀ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ୪୧ଥରର ବିଜେତା ମୁମ୍ବାଇ ଆସନ୍ତା ୯ ତାରିଖରେ ତା'ର ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବ।

ଟିମର ନେତୃତ୍ୱ ନେବେ ଅଭିଜ୍ଞ ସୂର୍ଯ୍ୟକୁମାର ଯାଦବ। ତାଙ୍କ ଡେପୁଟି ଭାବେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଆଦିତ୍ୟ ତାରେ ରହିଛନ୍ତି। ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଓ ଅଲରାଉଣ୍ଡର ଶିବମ ଦୁବେ ସ୍କ୍ୱାଡରେ ସ୍ଥାନ ପାଇଚନ୍ତି। ଦୁଇମାସ ପରେ ନ୍ୟୁଜିଲ୍ୟାଣ୍ଡରେ ହେବାକୁଥିବା ଟେଷ୍ଟ ସିରିଜ୍ ପୂର୍ବରୁ ରାହାଣେଙ୍କ ପାଇଁ ରଣଜୀ ଟ୍ରଫି ଭଲ ଅଭ୍ୟାସ ହେବ। ୮ମାସର ବାସନ୍ଦାଦେଶ କାଟିବା ପରେ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଖେଳି କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ୧୯ ବର୍ଷୀୟ ପୃଥ୍ୱୀଙ୍କ ଉପରେ ସମସ୍ତଙ୍କ ନଜର୍ ରହିବ।

ମୁମ୍ବାଇ ସ୍କ୍ୱାଡ୍‌: ସୂର୍ଯ୍ୟକୁମାର ଯାଦବ (କ୍ୟାପଟେନ୍‌), ଆଦିତ୍ୟ ତାରେ (ଭାଇସ୍‌-କ୍ୟାପଟେନ୍‌), ଆଜିଙ୍କ୍ୟ ରାହାଣେ, ପୃଥ୍ୱୀ ଶ', ଜୟ ବିସ୍ତା, ଶୁଭମ୍ ରଞ୍ଜନେ, ଆକାଶ ପାର୍କର, ସର୍ଫରାଜ ଖାନ୍‌, ଶାମ୍ସ ମୁଲାନୀ, ବିନାୟକ ଭୋଇର, ଶଶାଙ୍କ ଅଟ୍ଟାର୍ଦେ, ଶାର୍ଦ୍ଦୁଲ ଠାକୁର, ତୁଷାର ଦେଶପାଣ୍ଡେ, ଧୱଲ୍ କୁଲକର୍ଣ୍ଣି, ଏକନାଥ କେରକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story