ଡେବ୍ୟୁ ଟେଷ୍ଟରେ ପୃଥ୍ୱୀ ଶ’ଙ୍କ ଶତକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଗୁଜରାଟର ରାଜକୋଟରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟସ୍ଥ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌। ଏଥିରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ମୁମ୍ବାଇର ୧୮ ବର୍ଷୀୟ ବ୍ୟାଟିଂ ବିସ୍ମୟ ପୃଥ୍ୱୀ ଶ’ ଶତକ ହାସଲ କରିଛନ୍ତି। ପଦାର୍ପଣ ମ୍ୟାଚ୍‌ରେ ସେ ଏହି ଶତକ ହାସଲ କରିଛନ୍ତି। ସେ ୯୯ଟି ବଲ୍‌ ଶତକ ହାସଲ କରିଛନ୍ତି। ଏଥି ମଧ୍ୟରେ ୧୫ଟି ଚୌକ ରହିଛି। ସେ ୫୬ଟି ବଲ୍‌ରେ ୫୦ […]

pruthi

pruthi

Jitendra Garnayak
  • Published: Thursday, 04 October 2018
  • Updated: 04 October 2018, 12:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଗୁଜରାଟର ରାଜକୋଟରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟସ୍ଥ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌।

ଏଥିରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ମୁମ୍ବାଇର ୧୮ ବର୍ଷୀୟ ବ୍ୟାଟିଂ ବିସ୍ମୟ ପୃଥ୍ୱୀ ଶ’ ଶତକ ହାସଲ କରିଛନ୍ତି। ପଦାର୍ପଣ ମ୍ୟାଚ୍‌ରେ ସେ ଏହି ଶତକ ହାସଲ କରିଛନ୍ତି।

ସେ ୯୯ଟି ବଲ୍‌ ଶତକ ହାସଲ କରିଛନ୍ତି। ଏଥି ମଧ୍ୟରେ ୧୫ଟି ଚୌକ ରହିଛି।

ସେ ୫୬ଟି ବଲ୍‌ରେ ୫୦ ରନ୍ କରିଥିଲେ।

ସେ ଓ ଚେତେଶ୍ୱର ପୂଜାରା କ୍ରିଜ୍‌ରେ ଅଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos