ଟେଷ୍ଟ୍ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା; ପୃଥ୍ୱୀ ଶ’ ଆହତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଦଳ ସେଠାରେ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ ଖେଳି ସାରିଛି। ଡିସେମ୍ବର ୬ ତାରିଖରୁ ଚାରିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହେବ। ତେବେ ତା’ପୂର୍ବରୁ ଭାରତକୁ ମିଳିଛି ଏକ ଖରାପ ଖବର। ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଆହତ ହୋଇଛନ୍ତି। ସିଡ୍‌ନୀ ଗ୍ରାଉଣ୍ଡରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁ ଥିବା ବେଳେ ଆହତ ହୋଇଛନ୍ତି ଶ’। ଫିଲ୍ଡିଂ କରୁଥିବା […]

shaw

shaw

Jitendra Garnayak
  • Published: Friday, 30 November 2018
  • Updated: 30 November 2018, 10:11 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଦଳ ସେଠାରେ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ ଖେଳି ସାରିଛି। ଡିସେମ୍ବର ୬ ତାରିଖରୁ ଚାରିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହେବ। ତେବେ ତା’ପୂର୍ବରୁ ଭାରତକୁ ମିଳିଛି ଏକ ଖରାପ ଖବର। ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଆହତ ହୋଇଛନ୍ତି।

ସିଡ୍‌ନୀ ଗ୍ରାଉଣ୍ଡରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁ ଥିବା ବେଳେ ଆହତ ହୋଇଛନ୍ତି ଶ’। ଫିଲ୍ଡିଂ କରୁଥିବା ବେଳେ ବାଉଣ୍ଡ୍ରି ନିକଟରେ ଏକ କ୍ୟାଚ୍ ଧରିବାକୁ ଉଦ୍ୟମ କଲା ବେଳେ ସେ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଇଠିରେ ଆଘାତ ଲାଗିଛି।

ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମ୍ୟାକ୍ସ ବ୍ରୋୟଣ୍ଟ ଏକ ଉଚ୍ଚା ଶଟ୍‌ ଖେଳିଥିଲେ। ବଲ୍‌କୁ କ୍ୟାଚ୍ କରିବାକୁ ଶ’ ଜୋରସୋର ପ୍ରୟାସ କରିଥିଲେ। ଆଉ ସେତେବେଳେ ସେ ଖସି ପଡ଼ିଥିଲେ ଓ ଗୋଇଠି ମୋଡ଼ି ହୋଇଯାଇଥିଲା।

ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ପୃଥ୍ୱୀ ଶ’ଙ୍କ ଆଘାତ କେତେ ଗମ୍ଭୀର, ତାହା ଡାକ୍ତରୀ ଟିମ୍ ଯାଞ୍ଚ କରୁଛି।

ଆହୁରି ପଢ଼ନ୍ତୁ: ସିରିଜ୍‌ ବରାବର୍

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story