ପୃଥ୍ୱୀ ଶ'ଙ୍କୁ ସସ୍‌ପେଣ୍ଡ୍ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଡୋପ୍ ଟେଷ୍ଟରେ ବିଫଳ ହୋଇ କ୍ରିକେଟରୁ ୮ମାସ ସସପେଣ୍ଡ୍ ହୋଇଛନ୍ତି। ବିସିସିଆଇ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ଯେ, ପୃଥ୍ୱୀ ଅଜାଣତରେ ଏକ ପ୍ରତିବନ୍ଧକ ପଦାର୍ଥ ସେବନ କରିଥିଲେ, ଯାହା ସାଧାରଣତଃ କାଶ ଔଷଧ (କଫ୍ ସିରପ୍)ରେ ମିଳିଥାଏ। ଏହି କାରଣରୁ ପୃଥ୍ୱୀଙ୍କୁ ଡୋପିଙ୍ଗ ନିୟମ ଉଲ୍ଲଙ୍ଘନ ମାମଲାରେ ୮ ମାସ ସସପେଣ୍ଡ କରାଯାଇଛି। ସେ ନଭେମ୍ବର ୧୫, ୨୦୧୯ ପର୍ଯ୍ୟନ୍ତ କ୍ରିକେଟରୁ […]

shaw

shaw

Ranjit Kumar Jena
  • Published: Tuesday, 30 July 2019
  • Updated: 30 July 2019, 09:22 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ଡୋପ୍ ଟେଷ୍ଟରେ ବିଫଳ ହୋଇ କ୍ରିକେଟରୁ ୮ମାସ ସସପେଣ୍ଡ୍ ହୋଇଛନ୍ତି। ବିସିସିଆଇ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ଯେ, ପୃଥ୍ୱୀ ଅଜାଣତରେ ଏକ ପ୍ରତିବନ୍ଧକ ପଦାର୍ଥ ସେବନ କରିଥିଲେ, ଯାହା ସାଧାରଣତଃ କାଶ ଔଷଧ (କଫ୍ ସିରପ୍)ରେ ମିଳିଥାଏ। ଏହି କାରଣରୁ ପୃଥ୍ୱୀଙ୍କୁ ଡୋପିଙ୍ଗ ନିୟମ ଉଲ୍ଲଙ୍ଘନ ମାମଲାରେ ୮ ମାସ ସସପେଣ୍ଡ କରାଯାଇଛି। ସେ ନଭେମ୍ବର ୧୫, ୨୦୧୯ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବେ।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଶ' ଇନ୍ଦୋରରେ ୨୨ ଫେବୃଆରୀ, ୨୦୧୯ରେ ସୟଦ ମୁସ୍ତାକ ଅଲୀ ଟ୍ରଫି ମ୍ୟାଚ୍ ସମୟରେ ବିସିସିଆଇର ଆଣ୍ଟି-ଡୋପିଙ୍ଗ୍ ପରୀକ୍ଷଣ କାର୍ଯ୍ୟକ୍ରମରେ ୟୁରିନ୍ (ମୂତ୍ର) ସାମ୍ପୁଲ୍ ଦେଇଥିଲେ । ତାଙ୍କ ସାମ୍ପୁଲରେ "ଟର୍ବ୍ୟୁଟଲାଇନ୍' ପଦାର୍ଥ ମାତ୍ରାଧିକ ମିଳିଥିଲା। ଏହି ପଦାର୍ଥ ୱାର୍ଲ୍ଡ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ୱାଡା)ର ପ୍ରତିବନ୍ଧକ ଔଷଧ ତାଲିକାରେ ଅନ୍ତର୍ଭୁକ୍ତ।

ଚଳିତ ମାସ ୧୬ ତାରିଖରେ ପୃଥ୍ୱୀ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ ଏବଂ ବିସିସିଆଇର ଆଣ୍ଟି ଡୋପିଙ୍ଗ୍ ନିୟମ (ଏଡିଆରଭି)ର ଧାରା ୨.୧ ଉଲ୍ଲଙ୍ଘନ କରି ଦୋଷୀ ସାବ୍ୟସ୍ତ ହେବା ସହ ସସପେଣ୍ଡ ହୋଇଛନ୍ତି। ତେବେ ନିଜ ଉପରେ ଲାଗିଥିବା ସବୁ ଦୋଷାରୋପକୁ ଶ' ସ୍ୱୀକାର କରିଛନ୍ତି। ସେ କହିଛନ୍ତି, "ମୁଁ ଅଜାଣତରେ ଏହି ପଦାର୍ଥ ସେବନ କରିଛି। ମୁଁ ନିଜର କାଶ (କଫ୍) ରୋକିବା ପାଇଁ ଏହି ସିରପର ବ୍ୟବହାର କରିଥିଲି। ମୋ ଦ୍ୱାରା ଏକ ବହୁତ ବଡ଼ ଭୁଲ୍ ହୋଇଯାଇଛି।"

ବିସିସିଆଇ ମଧ୍ୟ ଶ'ଙ୍କ ସ୍ପଷ୍ଟୀକରଣକୁ ଗ୍ରହଣ କରିଛି। ଏଥିସହ ବିସିସିଆଇ ସ୍ୱୀକାର କରିଛି ଯେ ଶ' କୌଣସି ଶାରୀରିକ କ୍ଷମତା ବଢ଼ାଇବା ପାଇଁ ନୁହେଁ ବରଂ ନିଜର କାଶ ରୋକିବା ପାଇଁ ଏହି ପଦାର୍ଥର ସେବନ କରିଛନ୍ତି। ତେବେ ଏହି ମାମଲାରେ ସବୁ ବିଚାରବିମର୍ଶ ପରେ ବିସିସିଆଇ ଶ' ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଇ ତାଙ୍କୁ କେବଳ ୮ମାସ ପର୍ଯ୍ୟନ୍ତ ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛି।

ପୃଥ୍ୱୀଙ୍କ ସମେତ ଦୁଇଜଣ ଡୋମେଷ୍ଟିକ୍ ଖେଳାଳିଙ୍କୁ ମଧ୍ୟ ୮ମାସ ପାଇଁ ସସପେଣ୍ଡ୍ କରାଯାଇଛି। ସେମାନେ ହେଲେ ବିଦର୍ଭର ଅକ୍ଷୟ ଦୁଲାରୱାର୍ ଏବଂ ରାଜସ୍ଥାନର ଦିବ୍ୟ ଗଜରାଜ। ଏହି ଦୁଇ କ୍ରିକେଟର୍ ମଧ୍ୟ ବିସିସିଆଇ ଆଣ୍ଟି ଡୋପି ନିୟମର ଉଲ୍ଲଙ୍ଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୧୮ରେ ୨ଟି ଟେଷ୍ଟ ଖେଳିଥିବା ୧୯ ବର୍ଷୀୟ ଶ' ହିପ୍ ଇଞ୍ଜୁରି ଯୋଗୁ କ୍ରିକେଟରୁ ଦୂରରେ ଅଛନ୍ତି। ଆହତ କାରଣରୁ ତାଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଚୟନ କରାଯାଇନଥିଲା। ଶ' ୨ଟି ଟେଷ୍ଟରେ ୧୧୮.୫୦ ହାରରେ ୨୩୭ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story