ବାରବାଟି ଟି-ଟ୍ୱେଣ୍ଟି ଜିତି ସିରିଜକୁ ଫେରିବୁ: ରୋହିତ ଶର୍ମା

କଟକ: ବାରବାଟି ଟି-ଟ୍ୱେଣ୍ଟି ଜିତି ବିଜୟଧାରାକୁ ଫେରିବୁ। ଦକ୍ଷିଣ ଆଫ୍ରିକାର ବୋଲିଂକୁ ମାତ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଧର୍ମଶାଳା ପ୍ରଥମ ଟି-ଟ୍ୱେଣ୍ଟିରେ ଶତକ ମାରି ଦର୍ଶକଙ୍କ ଆଖିରେ ଆଗରେ ଥିବା ରୋହିତ ଶର୍ମା। ସେ କହିଛନ୍ତି ଗତ ମ୍ୟାଚରେ ଦଳ କରିଥିବା ତ୍ରୁଟିକୁ ସୁଧାର ଆଣିଛୁ। ଏହାକୁ ଭତ୍ତି କରି ଦଳ ପଡିଆ ଓହ୍ଲେଇବ ବୋଲି ସେ କହିଛନ୍ତି। ଦକ୍ଷିଣ ଆଫ୍ରିକାର ବୋଲିଂ ଓ ବ୍ୟାଟିଂ ଲାଇନକୁ […]

Rohit-604x270

Rohit-604x270

Rakesh Mallick
  • Published: Sunday, 04 October 2015
  • Updated: 04 October 2015, 05:16 PM IST

Rohit-604x270କଟକ: ବାରବାଟି ଟି-ଟ୍ୱେଣ୍ଟି ଜିତି ବିଜୟଧାରାକୁ ଫେରିବୁ। ଦକ୍ଷିଣ ଆଫ୍ରିକାର ବୋଲିଂକୁ ମାତ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଧର୍ମଶାଳା ପ୍ରଥମ ଟି-ଟ୍ୱେଣ୍ଟିରେ ଶତକ ମାରି ଦର୍ଶକଙ୍କ ଆଖିରେ ଆଗରେ ଥିବା ରୋହିତ ଶର୍ମା।

ସେ କହିଛନ୍ତି ଗତ ମ୍ୟାଚରେ ଦଳ କରିଥିବା ତ୍ରୁଟିକୁ ସୁଧାର ଆଣିଛୁ। ଏହାକୁ ଭତ୍ତି କରି ଦଳ ପଡିଆ ଓହ୍ଲେଇବ ବୋଲି ସେ କହିଛନ୍ତି। ଦକ୍ଷିଣ ଆଫ୍ରିକାର ବୋଲିଂ ଓ ବ୍ୟାଟିଂ ଲାଇନକୁ ଦୃଷ୍ଟିରେ ରଖି ଦଳ ରଣ କୌଷଳ ପ୍ରସ୍ତୁତ କରାଯାଇଛି। ପ୍ରଥମ ମ୍ୟାଚରେ ଭଲ ଖେଳିଥିଲେ ମଧ୍ୟ ଦଳ ପରାଜିତ ହେବା ମତେ ନିରାଶ କରିଛି। ଯେତେ ରନ କଲେ ବି ମ୍ୟାଚ ନ ଜିତିଲେ ଏହାର କିଛି ମାନେ ନ ଥାଏ। ମୋର ବିଶ୍ୱାସ ଅଛି ଯେ, ଆମେ ଦୃଢତାର ସିରିଜକୁ ଫେରିବୁ ବୋଲି କହିଛନ୍ତି ରୋହିତ ଶର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story