ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ପୁଣି ଏକ ସ୍ୱର୍ଣ୍ଣ ପାଇଛି ଭାରତ। ୬୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ପୁନମ୍ ଯାଦବଙ୍କୁ ମିଳିଛି ସ୍ୱର୍ଣ୍ଣ। ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହାପୂର୍ବରୁ ମୀରାବାଇ, ସଞ୍ଜିତା, ଶିବଲିଙ୍ଗମ୍ ଓ ଗାରଲା ଭାରତକୁ ସ୍ୱର୍ଣ୍ଣ ଦେଇଛନ୍ତି। ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ। ୪୮କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

PUNAM

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 08:01 AM IST

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ପୁଣି ଏକ ସ୍ୱର୍ଣ୍ଣ ପାଇଛି ଭାରତ। ୬୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ପୁନମ୍ ଯାଦବଙ୍କୁ ମିଳିଛି ସ୍ୱର୍ଣ୍ଣ। ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି।

ଏହାପୂର୍ବରୁ ମୀରାବାଇ, ସଞ୍ଜିତା, ଶିବଲିଙ୍ଗମ୍ ଓ ଗାରଲା ଭାରତକୁ ସ୍ୱର୍ଣ୍ଣ ଦେଇଛନ୍ତି। ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ। ୪୮କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Related story