ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍: ତୃତୀୟ ରାଉଣ୍ଡରେ ସିନ୍ଧୁ

ବାସେଲ୍: ଭାରତର ଟପ୍ ଶଟଲର୍ ପିଭି ସିନ୍ଧୁ ବିଜୟଧାରା ଅବ୍ୟାହତ ରଖି ଚଳିତ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିୟନଶିପର ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ୨୧-୧୪, ୨୧-୧୫ ଗେମରେ ଚାଇନିଜ୍ ତାଇପେଇର ପାଇ ୟୁ-ପୋ’ଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱର ୫ ନମ୍ବର ଖେଳାଳି ସିନ୍ଧୁ ଏହି ମୁକାବିଲାକୁ ମାତ୍ର ୪୫ ମିନିଟରେ ହିଁ ଜିତି ନେଇଥିଲେ। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ସିନ୍ଧୁ ମ୍ୟାଚର ପ୍ରଥମ ଗେମରୁ ଆକ୍ରମଣ […]

sindhu

sindhu

Ranjit Kumar Jena
  • Published: Wednesday, 21 August 2019
  • Updated: 21 August 2019, 07:42 PM IST

Sports

Latest News

ବାସେଲ୍: ଭାରତର ଟପ୍ ଶଟଲର୍ ପିଭି ସିନ୍ଧୁ ବିଜୟଧାରା ଅବ୍ୟାହତ ରଖି ଚଳିତ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିୟନଶିପର ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ୨୧-୧୪, ୨୧-୧୫ ଗେମରେ ଚାଇନିଜ୍ ତାଇପେଇର ପାଇ ୟୁ-ପୋ'ଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱର ୫ ନମ୍ବର ଖେଳାଳି ସିନ୍ଧୁ ଏହି ମୁକାବିଲାକୁ ମାତ୍ର ୪୫ ମିନିଟରେ ହିଁ ଜିତି ନେଇଥିଲେ।

ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ସିନ୍ଧୁ ମ୍ୟାଚର ପ୍ରଥମ ଗେମରୁ ଆକ୍ରମଣ କରିଥିଲେ। ବ୍ରେକ୍ ସୁଦ୍ଧା ସିନ୍ଧୁ ୧୧-୭ରେ ଆଗୁଆ ଥିଲେ ଏବଂ ଏହା ପରେ ସେ ମାତ୍ର ୧୮ ମିନିଟରେ ପ୍ରଥମ ଗେମକୁ ୨୧-୧୪ରେ କବଜା କରିଥିଲେ। ଦ୍ୱିତୀୟ ଗେମରେ ପାଇ ୟୁ-ପୋ ପ୍ରତ୍ୟାବର୍ତ୍ତନ କରି ବ୍ରେକ୍ ସୁଦ୍ଧା ୧୧-୧୦ରେ ଆଗୁଆ ଥିଲେ। କିନ୍ତୁ ଏହା ପରେ ଭାରତୀୟ ଶଟଲର୍ ଜବରଦସ୍ତ ଖେଳ ଦେଖାଇଥିଲେ ଏବଂ ୨୪ ମିନିଟରେ ହିଁ ଗେମକୁ ୨୧-୧୫ରେ ଜିତି ମ୍ୟାଚକୁ ହାତେଇ ନେଇଥିଲେ।

ପରବର୍ତ୍ତୀ ରାଉଣ୍ଡରେ ସିନ୍ଧୁଙ୍କ ସାମ୍ନା ଆମେରିକାର ଝାଙ୍ଗ ବେଇୱାନ୍ ଓ ଅଷ୍ଟ୍ରେଲିଆର ସୁଆନ୍-ୟୁ ୱେଣ୍ଡିଙ୍କ ମଧ୍ୟରେ ହେବାକୁଥିବା ତୃତୀୟ ରାଉଣ୍ଡ ମ୍ୟାଚର ବିଜେତାଙ୍କ ସହ ହେବ। ଏହା ପୂର୍ବରୁ ମହିଳା ଡବଲ୍ସ ଯୋଡ଼ି ମେଘନା ଜାକ୍କାମ୍ପୁଡି-ପୂର୍ଭିସା ରାମ୍ ଦ୍ୱିତୀୟ ରାଉଣ୍ଡରେ ଜାପାନ ଯୋଡ଼ି ଶିହୋ ତାନାକା-କୋହାରୁ ୟୋନେମୋତୋଙ୍କଠାରୁ ୮-୨୧, ୧୮-୨୧ ଗେମରେ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story