ରିଓ ଅଲିମ୍ପିକ୍‌: ହଙ୍ଗେରୀର ଲରାଙ୍କୁ ହରାଇଲେ ଭାରତର ସିନ୍ଧୁ

ରିଓ ଡି ଜେନେରିଓ: ବ୍ୟାଡ୍‌ମିଣ୍ଟନ ମିହଳା ସିଙ୍ଗିଲ୍ସରେ ହଙ୍ଗେରୀର ଲରା ସାରୋସୀଙ୍କୁ ୨୧-୮, ୨୧-୯ରେ ପରାଜିତ କରିଛନ୍ତି ଭାରତର ପିଭି ସିନ୍ଧୁ। ୨୭ ମିନିଟ୍‌ ଧରି ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୧୦ ନମ୍ବର ସ୍ଥାନରେ ଥିବା ଭାରତର ଏହି ବ୍ୟାଡ୍‌ମିଣ୍ଟନ ତାରକା ଜଣକ ବିଶ୍ୱ ମାନ୍ୟତାର ୬୪ ତମ ସ୍ଥାନରେ ଥିବା ଲରାଙ୍କୁ ପରାସ୍ତ କରିଛନ୍ତି। ସିନ୍ଧୁ ଏହି ମ୍ୟାଚ୍‌ରେ ୬ ପଏଣ୍ଟ ପାଇଥିବା ବେଳେ ହଙ୍ଗେରୀର ଲରା ୨ ପଏଣ୍ଟ ପାଇଛନ୍ତି।

pv-sindu

Rakesh Mallick
  • Published: Thursday, 11 August 2016
  • , Updated: 14 August 2016, 10:02 AM IST

ରିଓ ଡି ଜେନେରିଓ: ବ୍ୟାଡ୍‌ମିଣ୍ଟନ ମିହଳା ସିଙ୍ଗିଲ୍ସରେ ହଙ୍ଗେରୀର ଲରା ସାରୋସୀଙ୍କୁ ୨୧-୮, ୨୧-୯ରେ ପରାଜିତ କରିଛନ୍ତି ଭାରତର ପିଭି ସିନ୍ଧୁ।

୨୭ ମିନିଟ୍‌ ଧରି ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୧୦ ନମ୍ବର ସ୍ଥାନରେ ଥିବା ଭାରତର ଏହି ବ୍ୟାଡ୍‌ମିଣ୍ଟନ ତାରକା ଜଣକ ବିଶ୍ୱ ମାନ୍ୟତାର ୬୪ ତମ ସ୍ଥାନରେ ଥିବା ଲରାଙ୍କୁ ପରାସ୍ତ କରିଛନ୍ତି।

ସିନ୍ଧୁ ଏହି ମ୍ୟାଚ୍‌ରେ ୬ ପଏଣ୍ଟ ପାଇଥିବା ବେଳେ ହଙ୍ଗେରୀର ଲରା ୨ ପଏଣ୍ଟ ପାଇଛନ୍ତି।

Related story