ପିଭିଆର ମୂର୍ତ୍ତି ଟୁର୍ଣ୍ଣାମେଣ୍ଟ୍: କଟକ ଡିଏଭି ସ୍କୁଲ୍‌ ଚାମ୍ପିଅନ୍

କଟକ: କଟକର ବୋଷ ଗ୍ରାଉଣ୍ଡରେ ଚାଲିଥିବା ୧୧ତମ ପିଭିଆର ମୂର୍ତ୍ତି ଟୁର୍ଣ୍ଣାମେଣ୍ଟ୍ ଆଜି ଉଦ୍‌ଯାପିତ ହୋଇଛି। ଆଜି ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚରେ କଟକ ଡିଏଭି ସ୍କୁଲ୍‌ ଭୁବନେଶ୍ୱରର କିସ୍ ଟିମ୍‌କୁ ୫୩ ରନ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛି। ପୂର୍ବତନ କ୍ରିକେଟ୍ ଖେଳାଳି ତଥା ସାଂସଦ କୀର୍ତ୍ତି ଆଜାଦଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ବିଜେତା […]

katak

Rakesh Mallick
  • Published: Thursday, 21 April 2016
  • , Updated: 21 April 2016, 11:49 AM IST

କଟକ: କଟକର ବୋଷ ଗ୍ରାଉଣ୍ଡରେ ଚାଲିଥିବା ୧୧ତମ ପିଭିଆର ମୂର୍ତ୍ତି ଟୁର୍ଣ୍ଣାମେଣ୍ଟ୍ ଆଜି ଉଦ୍‌ଯାପିତ ହୋଇଛି। ଆଜି ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚରେ କଟକ ଡିଏଭି ସ୍କୁଲ୍‌ ଭୁବନେଶ୍ୱରର କିସ୍ ଟିମ୍‌କୁ ୫୩ ରନ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛି।

ପୂର୍ବତନ କ୍ରିକେଟ୍ ଖେଳାଳି ତଥା ସାଂସଦ କୀର୍ତ୍ତି ଆଜାଦଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ବିଜେତା ଓ ରନର୍ସଅପ୍‌ ଟିମକୁ ପୁରସ୍କୃତ କରିଥିଲେ।

Related story