କ୍ୟାରିବିୟାନ୍ କ୍ରୁଜରେ ଅନୁଷ୍କାଙ୍କ ସହ ବିରାଟ୍ ଆଣ୍ଡ କୋ.

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ରେକର୍ଡ ବିଜୟ ହାସଲ କରିବା ପରେ ଭାରତୀୟ ଟିମର ସଦସ୍ୟ କ୍ରୁଜରେ କ୍ୟାରିବିୟାନ୍ ମହାଦ୍ୱୀପ ଭ୍ରମଣ କରିଛନ୍ତି। ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ମଙ୍ଗଳବାର ସୋଶାଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ କ୍ୟାପଟେନ୍ ବିରାଟ୍ କୋହଲି, ମୟଙ୍କ ଅଗ୍ରୱାଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସହ କ୍ରୁଜରେ ଦେଖିବାକୁ ମିଳିଛି। Endless blues 🌊💙 pic.twitter.com/WigHnr7e5b — K L Rahul (@klrahul11) August 27, 2019 […]

cruise

cruise

Ranjit Kumar Jena
  • Published: Tuesday, 27 August 2019
  • Updated: 27 August 2019, 07:53 PM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ରେକର୍ଡ ବିଜୟ ହାସଲ କରିବା ପରେ ଭାରତୀୟ ଟିମର ସଦସ୍ୟ କ୍ରୁଜରେ କ୍ୟାରିବିୟାନ୍ ମହାଦ୍ୱୀପ ଭ୍ରମଣ କରିଛନ୍ତି। ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ମଙ୍ଗଳବାର ସୋଶାଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ କ୍ୟାପଟେନ୍ ବିରାଟ୍ କୋହଲି, ମୟଙ୍କ ଅଗ୍ରୱାଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସହ କ୍ରୁଜରେ ଦେଖିବାକୁ ମିଳିଛି।

କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏହି ଫଟୋରେ ଅଛନ୍ତି। ଏ ସମସ୍ତଙ୍କୁ କ୍ରୁଜରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି। ରାହୁଲ ଓ ମୟଙ୍କ ଏହି ଟେଷ୍ଟରେ ଇନିଂସ୍ ଓପନ୍ କରିଥିବା ବେଳେ ଅଶ୍ୱିନଙ୍କୁ ଅନ୍ତିମ ଏକାଦଶରେ ସୁଯୋଗ ମିଳିନଥିଲା। ଅଶ୍ୱିନ୍ ଏହି ଫଟୋରେ ଏକ କ୍ୟାପସନ୍ ଦେଇଛନ୍ତି ଯେ, ସମୁଦ୍ରର ଚମତ୍କାର ଦୃଶ୍ୟ ସହ ସୂର୍ଯ୍ୟାସ୍ତ ଏକ ଭଲ ସଂଯୋଗ।

ଏହା ମଧ୍ୟରେ ଚାଇନାମ୍ୟାନ୍ କୁଲଦୀପ ଯାଦବ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସହ ଜେଟ୍-ସ୍କିରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି। କୁଲଦୀପ ଇନଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରି ଲେଖିଛନ୍ତି, ଆଣ୍ଟିଗୁଆର ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ। ଭାରତୀୟ ଟିମ୍ ବର୍ତ୍ତମାନ ବିଶ୍ୱର ଏକ ନମ୍ବର ଟେଷ୍ଟ ଟିମ୍।

View this post on Instagram

Out and about in beautiful #Antigua 🌴🌊 @royalnavghan

A post shared by Kuldeep Yadav 🇮🇳 (@kuldeep_18) on

ଭାରତ ତା'ର ଟେଷ୍ଟ ଚାମ୍ପିୟନଶିପର ଶୁଭାରମ୍ଭ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଜୟ ସହ କରିଛି। ଭାରତ ଆଣ୍ଟିଗୁଆରେ ଖେଳାଯାଇଥିବା ମ୍ୟାଚରେ ଆୟୋଜକ ଟିମକୁ ୩୧୮ ରନରେ ପରାସ୍ତ କରିଥିଲା। ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ୍ ୩୦ ତାରିଖରୁ ଜାମାଇକାରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story