ବଲିଉଡ଼ ଷ୍ଟାରଙ୍କ ପୁଅ ଭାରତକୁ ସୁଇମିଂରେ ଦେଲେ ପଦକ

ମୁମ୍ବାଇ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ସୁଇମର ନିରାଶ କରିଥିବା ବେଳେ ଅନ୍ୟ ଏକ ସ୍ଥାନରୁ ଆସିଛି ଖୁସି ଖବର। ଥାଇଲାଣ୍ଡରେ ଚାଲିଥିବା ଏଜ ସୁଇମିଂ ଚାମ୍ପିୟନସିପ୍‌ରେ ବେଦାନ୍ତ ରାଘବନ୍‌ ୧୫୦୦ ମିଟର ଫ୍ରି-ଷ୍ଟାଇଲରେ ପଦକ ଜିତିଛନ୍ତି। ସେ ଏହି ବର୍ଗରେ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ ସହ ଭାରତ ପାଇଁ ସୁଇମିଂରେ ପ୍ରଥମ ପଦକ ଜିତିଛନ୍ତି। ବେଦାନ୍ତ ହେଉଛନ୍ତି ବଲିଡଡ଼ ଷ୍ଟାର ଆର ରାଘବନଙ୍କ ପୁଅ। ପୁଅର ସଫଳତା ପରେ ଆର ରାଘବନ ତାଙ୍କ […]

vedaant_1523331239

Rakesh Mallick
  • Published: Tuesday, 10 April 2018
  • , Updated: 10 April 2018, 05:40 PM IST

ମୁମ୍ବାଇ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ସୁଇମର ନିରାଶ କରିଥିବା ବେଳେ ଅନ୍ୟ ଏକ ସ୍ଥାନରୁ ଆସିଛି ଖୁସି ଖବର। ଥାଇଲାଣ୍ଡରେ ଚାଲିଥିବା ଏଜ ସୁଇମିଂ ଚାମ୍ପିୟନସିପ୍‌ରେ ବେଦାନ୍ତ ରାଘବନ୍‌ ୧୫୦୦ ମିଟର ଫ୍ରି-ଷ୍ଟାଇଲରେ ପଦକ ଜିତିଛନ୍ତି। ସେ ଏହି ବର୍ଗରେ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ ସହ ଭାରତ ପାଇଁ ସୁଇମିଂରେ ପ୍ରଥମ ପଦକ ଜିତିଛନ୍ତି। ବେଦାନ୍ତ ହେଉଛନ୍ତି ବଲିଡଡ଼ ଷ୍ଟାର ଆର ରାଘବନଙ୍କ ପୁଅ।

ପୁଅର ସଫଳତା ପରେ ଆର ରାଘବନ ତାଙ୍କ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି, “ସରିତାଙ୍କ ପାଇଁ ଏହା ଗୌରବର ବିଷୟ। ବେଦାନ୍ତ ସୁଇମିଂରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି। ରିପୋର୍ଟ ଲେଖାଯିବା

Related story