ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ଦୌଡରେ ଶାସ୍ତ୍ରୀ ଆଗୁଆ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍‌ କିଏ ହେବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିଲେ ମଧ୍ୟ ଏହି ଦୌଡରେ ଟିମ୍‌ ଇଣ୍ଡିଆର ପୂର୍ବତନ ଡାଇରେକ୍ଟର ରବି ଶାସ୍ତ୍ରୀ ଆଗୁଆ ରହିଛନ୍ତି। ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ସନ୍ଦୀପ ପାଟିଲ, ଲାଲଚାନ୍ଦ ରାଜପୁତ, ରବୀନ ସିଂହ, ବିକ୍ରମ ରାଠୋର, ଷ୍ଟୁଆର୍ଡ ଲ’, ଜେସନ୍‌ ଗିଲେସ୍ପୀ, ଦ୍ରୁତ ବୋଲର ଭେଙ୍କଟେସ ପ୍ରସାଦ ଓ ବଲିୱିନ୍ଦର ସିଂ ସାନ୍ଦୁ ପ୍ରମୁଖଙ୍କୁ ପଛରେ ପକାଇ  ତାଙ୍କ ନାଁ ଏହି ପଦବୀ […]

rabi

rabi

Rakesh Mallick
  • Published: Friday, 10 June 2016
  • Updated: 10 June 2016, 08:39 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍‌ କିଏ ହେବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିଲେ ମଧ୍ୟ ଏହି ଦୌଡରେ ଟିମ୍‌ ଇଣ୍ଡିଆର ପୂର୍ବତନ ଡାଇରେକ୍ଟର ରବି ଶାସ୍ତ୍ରୀ ଆଗୁଆ ରହିଛନ୍ତି। ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ସନ୍ଦୀପ ପାଟିଲ, ଲାଲଚାନ୍ଦ ରାଜପୁତ, ରବୀନ ସିଂହ, ବିକ୍ରମ ରାଠୋର, ଷ୍ଟୁଆର୍ଡ ଲ’, ଜେସନ୍‌ ଗିଲେସ୍ପୀ, ଦ୍ରୁତ ବୋଲର ଭେଙ୍କଟେସ ପ୍ରସାଦ ଓ ବଲିୱିନ୍ଦର ସିଂ ସାନ୍ଦୁ ପ୍ରମୁଖଙ୍କୁ ପଛରେ ପକାଇ  ତାଙ୍କ ନାଁ ଏହି ପଦବୀ ପାଇଁ ଚର୍ଚ୍ଚା ହେଉଛି।

ଚଳିତମାସ ଆରମ୍ଭରୁ ବିସିସିଆଇ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଚୟନ ପାଇଁ ଆରମ୍ଭ ହୋଇଥିବା ଆବେଦନ ପକ୍ରିୟା ଆଜି ଶେଷ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story