ଟିମ୍‌ରେ ସ୍ଥାନ ନ ମିଳିବାରୁ ଆଫ୍ରିକା ସିଂହ ସହ ମସ୍ତି କରୁଛନ୍ତି ଜାଡ଼େଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଟିମ୍  ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ସହ ସିରିଜକୁ ବି ହାତଛଡ଼ା କରିଛି। କିନ୍ତୁ ଏବେ ଖେଳାଳିଙ୍କ ମନୋବଳ ଭାଙ୍ଗି ନାହିଁ। ତୃତୀୟ ଟେଷ୍ଟ ପୂର୍ବରୁ ନିଜର ମୁଡ୍‌ ଫ୍ରେସ୍‌ କରିବା ପାଇଁ ସିଂହ ସହ ଜାଡ଼େଜା ମସ୍ତି କରୁଥିବା ଦେଖିବାକୁ ମିଳିଛି। ଜାଡ଼େଜା ଇନ୍‌ଷ୍ଟାଗ୍ରାମରେ ଏକ ସିଂହ ସହ ଫଟୋ ସେୟାର କରି ଲେଖିଛନ୍ତି ‘ସେର୍‌ ତୋ ସେର୍‌ ହୋତାହେ’। ପିଞ୍ଜରା ଭିତରେ ସିଂହଙ୍କୁ ସମସ୍ତେ ପଥର […]

india_lion_1516333647_618x347

india_lion_1516333647_618x347

Rakesh Mallick
  • Published: Friday, 19 January 2018
  • Updated: 19 January 2018, 12:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଟିମ୍  ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ସହ ସିରିଜକୁ ବି ହାତଛଡ଼ା କରିଛି। କିନ୍ତୁ ଏବେ ଖେଳାଳିଙ୍କ ମନୋବଳ ଭାଙ୍ଗି ନାହିଁ। ତୃତୀୟ ଟେଷ୍ଟ ପୂର୍ବରୁ ନିଜର ମୁଡ୍‌ ଫ୍ରେସ୍‌ କରିବା ପାଇଁ ସିଂହ ସହ ଜାଡ଼େଜା ମସ୍ତି କରୁଥିବା ଦେଖିବାକୁ ମିଳିଛି।

ଜାଡ଼େଜା ଇନ୍‌ଷ୍ଟାଗ୍ରାମରେ ଏକ ସିଂହ ସହ ଫଟୋ ସେୟାର କରି ଲେଖିଛନ୍ତି ‘ସେର୍‌ ତୋ ସେର୍‌ ହୋତାହେ’। ପିଞ୍ଜରା ଭିତରେ ସିଂହଙ୍କୁ ସମସ୍ତେ ପଥର ଫିଙ୍ଗି ଥାନ୍ତି, ପ୍ରକୃତ ମଣିଷ ତ ତାଙ୍କୁ କୁହାଯାଏ ଯିଏ ସିଂହର ସାମ୍ନାରେ ଠିଆ ହୋଇଥାଏ। ସୋସିଆଲ୍‌ ମିଡ଼ିଆରେ ଜାଡ଼େଜାଙ୍କ ଫଟୋକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ୟୁଜର୍ସ କହିଛନ୍ତି ଆଫ୍ରିକା ସିଂହ ସହ ଦୋସ୍ତି ଜାଡ଼େଜାଙ୍କୁ ମହଙ୍ଗା ପଡ଼ିପାରେ

ଆଫଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ୨-୦ ରେ ଅଗ୍ରଣୀ ରହିବା ସହ ସିରିଜ ହାତେଇ ସାରିଛି। ରବିନ୍ଦ୍ର ଜାଡ଼େଜାଙ୍କୁ ଏହି ଦୁଇଟି ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିନାହିଁ। ଯେଉଁଥିପାଇଁ ଅନେକ ପୂର୍ବତନ କ୍ରିକେଟର୍‌ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story