ରାହାଣେଙ୍କ ବିଶ୍ୱ ରେକର୍ଡ: ଗୋଟିଏ ଟେଷ୍ଟରେ ନେଲେ ୮ ୱିକେଟ୍

ଗାଲେ: କ୍ରିକେଟର୍ ଆଜିଙ୍କ୍ୟ ରାହାଣେଙ୍କ ବିଶ୍ୱ ରେକର୍ଡ। ନନ କିପିଂ ପ୍ଲେୟାର୍ ଭାବେ ଗୋଟିଏ ଟେଷ୍ଟରେ ସର୍ବାଧିକ କ୍ୟାଚ୍ ଧରିଛନ୍ତି ରାହାଣେ। ଗାଲେରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି ରେକର୍ଡ କରିଛନ୍ତି। ରାହାଣେ ପ୍ରଥମ ଇନିଂସରେ ୩ଟି ଓ ଦ୍ୱିତୀୟ ଇନିଂସରେ ୫ଟି କ୍ୟାଚ ଧରିଥିଲେ। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଗ୍ରେଗ୍ ଚାପେଲ୍ ଓ ଭାରତର ୟଜୁଭିନ୍ଦ୍ରଙ୍କ ନାଁରେ ଥିଲା। ଉଭ‌ୟେ ୭ଟି ଲେଖାଏଁ କ୍ୟାଚ ନେଇଥିଲେ। ସେପଟେ ଶ୍ରୀଲଙ୍କ। ତାର […]

Ajinkya-Rahane

Ajinkya-Rahane

Rakesh Mallick
  • Published: Friday, 14 August 2015
  • Updated: 14 August 2015, 12:33 PM IST

ଗାଲେ: କ୍ରିକେଟର୍ ଆଜିଙ୍କ୍ୟ ରାହାଣେଙ୍କ ବିଶ୍ୱ ରେକର୍ଡ। ନନ କିପିଂ ପ୍ଲେୟାର୍ ଭାବେ ଗୋଟିଏ ଟେଷ୍ଟରେ ସର୍ବାଧିକ କ୍ୟାଚ୍ ଧରିଛନ୍ତି ରାହାଣେ। ଗାଲେରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି ରେକର୍ଡ କରିଛନ୍ତି। ରାହାଣେ ପ୍ରଥମ ଇନିଂସରେ ୩ଟି ଓ ଦ୍ୱିତୀୟ ଇନିଂସରେ ୫ଟି କ୍ୟାଚ ଧରିଥିଲେ। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଗ୍ରେଗ୍ ଚାପେଲ୍ ଓ ଭାରତର ୟଜୁଭିନ୍ଦ୍ରଙ୍କ ନାଁରେ ଥିଲା। ଉଭ‌ୟେ ୭ଟି ଲେଖାଏଁ କ୍ୟାଚ ନେଇଥିଲେ। ସେପଟେ ଶ୍ରୀଲଙ୍କ। ତାର ଦ୍ୱିତୀୟ ଇନିସଂରେ ୩୬୭ ରନରେ ଅଲଆଉଟ୍ ହୋଇଯାଇଛି । ଫଳରେ ଭାରତକୁ ଏହି ମ୍ୟାଚ ଜିତିବା ଲାଗି ୧୭୬ ରନ୍ ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos