ଓସିଏ ପାଇଁ ଏବେ ବର୍ଷା ଚିନ୍ତା: କିପରି ସୁରକ୍ଷିତ ରହିବ ପିଚ୍ ଓ ଆଉଟ୍‌ ଫିଲ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ରେ ବାରବାଟୀରେ ହେବାକୁ ଥିବା ଟି ଟ୍ୱେଣ୍ଟି ମ୍ୟାଚ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ଓଡ଼ିଶାରେ ବର୍ଷା ହେଉଛି। ଆସନ୍ତା ୧୩ ତାରିଖ ଯାଏଁ ଏହା ଜାରି ରହିବ। ଫଳରେ ପଡ଼ିଆ ଓ ପିଚ୍ ଉପରେ ଏହାର ପ୍ରଭାବ ପଡ଼ିପାରେ ଯାହାକି ଓସିଏର ଚିନ୍ତା ବଢ଼ାଇ ଦେଇଛି।ତେବେ କ୍ୟୁରେଟର କହିଛନ୍ତି, ପିଚ୍ ଓ ଆଉଟ ଫିଲ୍ଡକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ସେପଟେ କମିସନରେଟ୍ ପୋଲିସ ଏବେ […]

4oribarabat1

4oribarabat1

Rakesh Mallick
  • Published: Friday, 08 December 2017
  • Updated: 08 December 2017, 08:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ରେ ବାରବାଟୀରେ ହେବାକୁ ଥିବା ଟି ଟ୍ୱେଣ୍ଟି ମ୍ୟାଚ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ଓଡ଼ିଶାରେ ବର୍ଷା ହେଉଛି। ଆସନ୍ତା ୧୩ ତାରିଖ ଯାଏଁ ଏହା ଜାରି ରହିବ। ଫଳରେ ପଡ଼ିଆ ଓ ପିଚ୍ ଉପରେ ଏହାର ପ୍ରଭାବ ପଡ଼ିପାରେ ଯାହାକି ଓସିଏର ଚିନ୍ତା ବଢ଼ାଇ ଦେଇଛି।ତେବେ କ୍ୟୁରେଟର କହିଛନ୍ତି, ପିଚ୍ ଓ ଆଉଟ ଫିଲ୍ଡକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ସେପଟେ କମିସନରେଟ୍ ପୋଲିସ ଏବେ ନିଜ ଦାୟିତ୍ୱରେ ବାରବାଟୀ ଷ୍ଟାଡିଅମକୁ ନେଇଛି। ପଡ଼ିଆକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ବାରବାଟୀର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିସିପି ଅଖିଳେଶ୍ୱର ସିଂ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story