ଦ୍ୱିତୀୟ ଦିନିକିଆରେ ବର୍ଷା ବାଧକ: ଟିମ୍ ଇଣ୍ଡିଆ ୨୩୩/୪

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୪୨.୨ ଓଭରରେ ୪ ୱିକେଟ୍ ହରାଇ ୨୩୩ ରନ୍ କରିଥିବା ବେଳେ ବର୍ଷାର ଆଗମନ ହୋଇଥିଲା। ଏହି ସମୟରେ ଶ୍ରେୟସ ଆୟର୍ ୫୮ ଓ କେଦାର ଯାଦବ ୬ ରନରେ ବ୍ୟାଟିଂ କରୁଥିଲେ। ତେବେ ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ହେଉଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି। ବିରାଟ୍ […]

virat-kohli

virat-kohli

Ranjit Kumar Jena
  • Published: Sunday, 11 August 2019
  • Updated: 11 August 2019, 10:53 PM IST

Sports

Latest News

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୪୨.୨ ଓଭରରେ ୪ ୱିକେଟ୍ ହରାଇ ୨୩୩ ରନ୍ କରିଥିବା ବେଳେ ବର୍ଷାର ଆଗମନ ହୋଇଥିଲା। ଏହି ସମୟରେ ଶ୍ରେୟସ ଆୟର୍ ୫୮ ଓ କେଦାର ଯାଦବ ୬ ରନରେ ବ୍ୟାଟିଂ କରୁଥିଲେ।

ତେବେ ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ହେଉଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି। ବିରାଟ୍ ଚମତ୍କାର ବ୍ୟାଟିଂ କରି କ୍ୟାରିୟରର ୪୨ତମ ଦିନିକିଆ ଶତକ ପୂରଣ କରିଛନ୍ତି। ଏହା ମଧ୍ୟରେ ବିରାଟ୍ ଏକାଧିକ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି। ବିରାଟ୍ ୧୨୫ ବଲରେ ୧୪ ଚୌକା ଓ ୧ ଛକା ସହ ୧୨୦ ରନ୍ କରି ଆଉଟ୍ ହୋଇଛନ୍ତି।

କୁଇନ୍ସ ପାର୍କ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଟି-୨୦ରେ ନିରାଶ କରିଥିବା ଶିଖର ଧୱନ୍ ମାତ୍ର ୨ ରନ୍ କରି ଶେଲଡନ୍ କଟ୍ଟରେଲଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ତାଙ୍କ ପାର୍ଟନର ତଥା ଇନଫର୍ମ ରୋହିତ୍ ଶର୍ମା ଓ ବିରାଟ୍ ଟିମ୍ ସ୍ଥିତି ସମ୍ଭାଳିଥିଲେ। ଗୋଟିଏ ପଟେ ବିରାଟ୍ ଦ୍ରୁତ ରନ୍ କରିଚାଲିଥିବା ବେଳେ ରୋହିତ୍ ଧିମା ବ୍ୟାଟିଂ କରିଥିଲେ।

ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନର ଅର୍ଦ୍ଧଶତକ ପାର୍ଟନରଶିପ୍ କରି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ଓ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ସଚିନ ଓ ସେହ୍ୱାଗ ୩୧ଥର ୫୦ରୁ ଅଧିକ ରନର ପାର୍ଟନରଶିପ୍ କରିଥିବା ବେଳେ ରୋହିତ୍ ଓ ବିରାଟ୍ ୩୨ଥମ ଏହି କାରନାମା କରିଛନ୍ତି। ରୋହିତ୍ ୧୮ ରନ୍ କରିଥିବା ରୋଷ୍ଟନ ଚେଜଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରିଷଭ ପନ୍ତ ମାତ୍ର ୨୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ତେବେ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଫାଇଦାର ଭରପୂର ଫାଇଦା ଉଠାଇଥିଲେ। ସେ ବିରାଟଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ମିଶିକି ଚତୁର୍ଥ ୱିକେଟ୍ ପାଇଁ ଶତକୀୟ (୧୨୫) ରନର ଭାଗୀଦାରୀ କରିଥିଲେ। ଏହା ମଧ୍ୟରେ ବିରାଟ୍ ୧୧୨ ବଲରେ ନିଜର ୪୨ତମ ଶତକ ପୂରଣ କରିଥିବା ବେଳେ ଆୟର୍ ନିଜର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତର ସ୍କୋର ୨୨୬ ଥିବା ବେଳେ ବିରାଟଙ୍କୁ କାର୍ଲସ୍ ବ୍ରାଥୱେଟ୍ ଆଉଟ୍ କରିଥିଲେ। ବିରାଟଙ୍କ ଆଉଟ୍ ହେବାର ୫ ବଲ୍ ପରେ ବର୍ଷା ଆରମ୍ଭ ହୋଇଥିଲା, ଯେଉଁକାରଣରୁ ମ୍ୟାଚକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ବ୍ରାଥୱେଟ୍ ୨ଟି, କଟ୍ଟରେଲ୍ ଓ ଚେଜ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story