ରାଜ୍ୟସ୍ତରୀୟ ଗ୍ରାମାଞ୍ଚଳ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ରାଜୀବ ଗାନ୍ଧୀ ଖେଳ ଅଭିଯାନ ରାଜ୍ୟସ୍ତରୀୟ ଗ୍ରାମାଞ୍ଚଳ କ୍ରୀଡା ପ୍ରତିଯୋଗିତା। ତୃଣମୂଳ ସ୍ତରରୁ କ୍ରୀଡା ପ୍ରତିଭା ଚିହ୍ନଟ ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି। ଆଥଲେଟିକ୍ସ, ଭାରତ୍ତୋଳନ, କବାଡି, ଖୋ-ଖୋ, ଭଲିବଲ ଓ ଫୁଟବଲ ଆଦି ୬ଟି କ୍ରୀଡା ବିଭାଗରେ ପ୍ରତିଯୋଗିତା ଚାଲିଛି। ୩୦ଟି ଜିଲ୍ଲାର ପ୍ରାୟ ୨୭ଶହ ପ୍ରତିଯୋଗୀ ଭାଗ ନେଇଛନ୍ତି। ସାସଂଦ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।

soprts

soprts

Rakesh Mallick
  • Published: Monday, 28 December 2015
  • Updated: 28 December 2015, 12:16 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story