ରାଜ୍ୟସ୍ତରୀୟ ମହିଳା କ୍ରୀଡା ପ୍ରତିଯୋଗିତା ଆରମ୍ଭ, ଭାଗନେଲେ ୩୦ ଜିଲ୍ଲାରୁ ୫୫୦ ପ୍ରତିଯୋଗୀ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ମହିଳା କ୍ରୀଡ଼ା ପ୍ରତିଯୋଗିତା।୪ଟି ବିଭାଗରେ ହେଉଥିବା ଏହି ପ୍ରତିଯୋଗିତାରେ ୩୦ଟି ଜିଲ୍ଲାରୁ ପ୍ରାୟ ୫୫୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି।ଏଥିରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ୍ ପରେ ମାର୍ଚ୍ଚ ପାଷ୍ଟ୍ ହୋଇଥିଲା। ଅନୁଗୁଳ ଜିଲ୍ଲା ମାର୍ଚ୍ଚ ପାଷ୍ଟରେ ଆଗରେ ରହିଥିବା ବେଳେ ଶେଷରେ ରହିଥିଲା ସୁନ୍ଦରଗଡ଼ ଜିଲ୍ଲା। ହକି, ହ୍ୟାଣ୍ଡବଲ୍, ଆଥଲେଟିକ୍ସ ଓ […]

sports1

sports1

Rakesh Mallick
  • Published: Monday, 16 November 2015
  • Updated: 16 November 2015, 05:19 PM IST

Sports

Latest News

sports2ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ମହିଳା କ୍ରୀଡ଼ା ପ୍ରତିଯୋଗିତା।୪ଟି ବିଭାଗରେ ହେଉଥିବା ଏହି ପ୍ରତିଯୋଗିତାରେ ୩୦ଟି ଜିଲ୍ଲାରୁ ପ୍ରାୟ ୫୫୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି।ଏଥିରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ୍ ପରେ ମାର୍ଚ୍ଚ ପାଷ୍ଟ୍ ହୋଇଥିଲା। ଅନୁଗୁଳ ଜିଲ୍ଲା ମାର୍ଚ୍ଚ ପାଷ୍ଟରେ ଆଗରେ ରହିଥିବା ବେଳେ ଶେଷରେ ରହିଥିଲା ସୁନ୍ଦରଗଡ଼ ଜିଲ୍ଲା।

ହକି, ହ୍ୟାଣ୍ଡବଲ୍, ଆଥଲେଟିକ୍ସ ଓ ଟେନିସ ଆଦି ୪ଟି ଖେଳରେ ଏହି ପ୍ରତିଯୋଗିତା ହେଉଛି। ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳି ମାନେ ଜାତୀୟ ମହିଳା ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିବେ କହିଛନ୍ତି କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ନାରାୟଣ ଜେନା।

ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରାଜ୍ୟ ସ୍ତରୀୟ ମହିଳା କ୍ରୀଡ଼ା ପ୍ରତିଯୋଗିତାକୁ ତୁଲାଇବା ପାଇଁ ୮୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ରାଜୀବଗାନ୍ଧୀ ଖେଳ ଅଭିଯାନ ସ୍କିମରେ ଭାରତ ସରକାରଙ୍କ କ୍ରୀଡା ବିଭାଗ ଓ ରାଜ୍ୟ କ୍ରୀଡା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story