ରାମେଶ୍ୱରମରୁ ଫେରିଲା ଓଡ଼ିଶା ଜଳକ୍ରୀଡା ପ୍ରତିଯୋଗୀ ଦଳ

ବ୍ରହ୍ମପୁର: ରାମେଶ୍ୱରମରୁ ଅନ୍ତର୍ଜାତୀୟ ଜଳକ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶା ଫେରିଛନ୍ତି ରାଜ୍ୟ ଜଳକ୍ରୀଡା ପ୍ରତିଯୋଗୀ ଦଳ। ମଙ୍ଗଳବାର ରାତିରେ ଖେଳାଳିମାନେ କୋଚ୍ ସବିର୍ ବକ୍ସଙ୍କ ସହ ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା। ତାମିଲନାଡୁରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶା ଗୋଟିଏ ସ୍ୱର୍ଣ୍ଣ ପଦକ ସହ ମୋଟ ୮ଟି ପଦକ ହାସଲ କରିଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ଜାତୀୟ ଖେଳାଳି ମନସ୍ୱିନୀ ମହାରଣାଙ୍କ ସମେତ ୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। […]

berhampur

berhampur

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 01:52 PM IST

Sports

Latest News

ବ୍ରହ୍ମପୁର: ରାମେଶ୍ୱରମରୁ ଅନ୍ତର୍ଜାତୀୟ ଜଳକ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶା ଫେରିଛନ୍ତି ରାଜ୍ୟ ଜଳକ୍ରୀଡା ପ୍ରତିଯୋଗୀ ଦଳ। ମଙ୍ଗଳବାର ରାତିରେ ଖେଳାଳିମାନେ କୋଚ୍ ସବିର୍ ବକ୍ସଙ୍କ ସହ ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା। ତାମିଲନାଡୁରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶା ଗୋଟିଏ ସ୍ୱର୍ଣ୍ଣ ପଦକ ସହ ମୋଟ ୮ଟି ପଦକ ହାସଲ କରିଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ଜାତୀୟ ଖେଳାଳି ମନସ୍ୱିନୀ ମହାରଣାଙ୍କ ସମେତ ୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମହିଳା ବିଭାଗ ୱିଣ୍ଡ ସର୍ଫିଂ ଓ କାୟା କିଙ୍ଗରେ ମନସ୍ୱିନୀ ଦୁଇଟି ରୌପ୍ୟ ପଦକ ହାସଲ କରିଥିବାବେଳେ, ୱିଣ୍ଡ ସର୍ଫିଂ ପୁରୁଷ ବିଭାଗରେ ଡ଼ି.ଶେଖର ରାଓ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story