ରଣଜୀ ମୁକାବିଲା: ପ୍ରଥମ ଇନିଂସରେ ଓଡ଼ିଶା ୧୫୧, ରାଜସ୍ଥାନ ୨୮/୬

ଜୟପୁର: ଜୟପୁର ସାୱାଇ ମାନସିଂହ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଓଡ଼ିଶା-ରାଜସ୍ଥାନ ରଣଜୀ ମୁକାବିଲାର ପ୍ରଥମ ଦିନରେ ୧୬ଟି ୱକେଟର ପଦନ ଘଟିଛି। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓଡ଼ିଶା ଦଳ ମାତ୍ର ୧୫୧ ରନ କରିବାକୁ ସକ୍ଷମ ହୋଇଥିଲା। ସେହିପରି ରାଜସ୍ଥାନ ଦଳ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମଦିନର ଶେଷ ସୁଦ୍ଧା ଦଳ ମାତ୍ର ୨୮ ରନରେ ୬ ୱିକେଟ ହରାଇଛି। ସାୱାଇ ମାନସିଂହ ଷ୍ଟାଡିୟମରେ ସକାଳ ସାଢେ ୯ଟାରେ ଦୁଇ ଟିମ […]

Odisha vs rajastan

Odisha vs rajastan

Rakesh Mallick
  • Published: Tuesday, 01 December 2015
  • Updated: 01 December 2015, 01:51 PM IST

Sports

Latest News

ଜୟପୁର: ଜୟପୁର ସାୱାଇ ମାନସିଂହ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଓଡ଼ିଶା-ରାଜସ୍ଥାନ ରଣଜୀ ମୁକାବିଲାର ପ୍ରଥମ ଦିନରେ ୧୬ଟି ୱକେଟର ପଦନ ଘଟିଛି। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓଡ଼ିଶା ଦଳ ମାତ୍ର ୧୫୧ ରନ କରିବାକୁ ସକ୍ଷମ ହୋଇଥିଲା। ସେହିପରି ରାଜସ୍ଥାନ ଦଳ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମଦିନର ଶେଷ ସୁଦ୍ଧା ଦଳ ମାତ୍ର ୨୮ ରନରେ ୬ ୱିକେଟ ହରାଇଛି।

ସାୱାଇ ମାନସିଂହ ଷ୍ଟାଡିୟମରେ ସକାଳ ସାଢେ ୯ଟାରେ ଦୁଇ ଟିମ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା।  ରାଜସ୍ଥାନ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇ ଥିବା ଓଡ଼ିଶା ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳପକ୍ଷରୁ ଅନୁରାଗ ଷଡଙ୍ଗୀ ୯୯ ବଲରୁ ୪୩ ରନ, ନଟରାଜ ବେହେରା ୩୩ ବଲରୁ ୧୯ ରନ, ଗୋବିନ୍ଦ ପୋଦ୍ଦାର ୧୯ ବଲରୁ ୧୩ ରନ ଓ ରଞ୍ଜିତ ସିଂହ ୬୬ ବଲରୁ ୧୮ ରନ ସଂଗ୍ରହ କରି ପ୍ୟାଭିଲିୟନକୁ ଫେରିଯାଇଥିଲା। ରାଜସ୍ଥାନର ଘାତକ ବୋଲର ଏଭି ଚୌଧୁରୀ ୬ଟି, ପଙ୍କଜ ସିଂହ ୩ଟି ଓ ଟିଏମ ଉଲ ହକ୍ ଗୋଟିଏ ୱିକେଟ ନେଇଥିଲେ।

ବୋଲରଙ୍କ କମାଲ ପରେ କିନ୍ତୁ ରାଜସ୍ଥାନର ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରୁ କମାଲ ଦେଖିବାକୁ ମିଳି ନ ଥିଲା। ଓଡ଼ିଶାକୁ ୧୫୧ ରନରେ ଅଟକାଇବା ପରେ ଉତ୍ସହର ସହ ପଡିଆକୁ ଓହ୍ଲାଇ ଥିବା ରାଜସ୍ଥାନ ଦଳର ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଦଳ ମାତ୍ର ୨୮ ରନରେ ୬ଟି ୱିକେଟ ହରାଇଛି। ଦଳ ପକ୍ଷରୁ ଏମ.ଏନ. ସିଂହ ୨୧ ବଲରୁ ୧୦ ରନ କରିବାକୁ ସକ୍ଷମ ହୋଇଥିବା ବେଳେ ଏସ.ଏସ. ଦୋବଲ, ଡି.ଏଚ. ୟଗନିକ ଓ ଅଶୋକ ମେନାରିଆ ଖାତା ଖୋଲି ପାରି ନ ଥିଲେ। ପିଆର ଯାଦବ ୪ରନ ଓ ରଜତ ଭାଟିଆ ୨ ରନ କରି ଆଉଟ ହୋଇଥିଲେ। ଖେଳ ଶେଷ ବେଳକୁ ଭନୀତ ସାକସେନା ୩୪ ବଲରୁ ୧୧ ରନ ଓ ଟି.ଏମ. ଉଲ ହକ୍ ୨ ବଲରୁ ୧ ରନ କରି ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ଆଲୋକ ସାହୁ ୪ଟି ଓ ବସନ୍ତ ମହାନ୍ତି ୨ଟି ୱିକେଟ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story