'ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର' ପାଇଁ ମନୋନୀତ ହେଲେ ରାନୀ ରାମପଲ୍‌

ନୂଆଦିଲ୍ଲୀ: ଫେଡେରେସନ୍ ଅଫ୍ ଇଣ୍ଟରନ୍ୟାଶନାଲ୍ ହକି (ଏଫଆଇଏଚ୍‌)ର ଗଭର୍ଣ୍ଣିଂ ବଡି ଭାରତୀୟ ମହିଳା ହକି ଟିମ୍ କ୍ୟାପଟେନ୍ ରାନୀ ରାମପଲଙ୍କ ନାଁ ‘ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର’ ପୁରସ୍କାର ପାଇଁ ମନୋନୀତ କରିଛି। ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଅନ୍ତର୍ଜାତୀୟ ମହାସଂଘ ଦ୍ୱାରା ଏହି ପୁରସ୍କାର ପାଇଁ ୨୫ଜଣ ଖେଳାଳିଙ୍କ ନାମ ମନୋନୀତ କରାଯାଇଛି ଏବଂ ଏଥର ଏଫଆଇଏଚ୍ ରାନୀଙ୍କ ନାଁ ସୁପାରିସ୍ କରିଛି। ରାନୀଙ୍କ ଦମଦାର ପ୍ରଦର୍ଶନ ଏବଂ ତାଙ୍କର ବଳିଷ୍ଠ […]

rani

rani

Ranjit Kumar Jena
  • Published: Friday, 10 January 2020
  • Updated: 10 January 2020, 08:17 PM IST

Sports

Latest News

ନୂଆଦିଲ୍ଲୀ: ଫେଡେରେସନ୍ ଅଫ୍ ଇଣ୍ଟରନ୍ୟାଶନାଲ୍ ହକି (ଏଫଆଇଏଚ୍‌)ର ଗଭର୍ଣ୍ଣିଂ ବଡି ଭାରତୀୟ ମହିଳା ହକି ଟିମ୍ କ୍ୟାପଟେନ୍ ରାନୀ ରାମପଲଙ୍କ ନାଁ 'ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର' ପୁରସ୍କାର ପାଇଁ ମନୋନୀତ କରିଛି।

ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଅନ୍ତର୍ଜାତୀୟ ମହାସଂଘ ଦ୍ୱାରା ଏହି ପୁରସ୍କାର ପାଇଁ ୨୫ଜଣ ଖେଳାଳିଙ୍କ ନାମ ମନୋନୀତ କରାଯାଇଛି ଏବଂ ଏଥର ଏଫଆଇଏଚ୍ ରାନୀଙ୍କ ନାଁ ସୁପାରିସ୍ କରିଛି। ରାନୀଙ୍କ ଦମଦାର ପ୍ରଦର୍ଶନ ଏବଂ ତାଙ୍କର ବଳିଷ୍ଠ ନେତୃତ୍ୱର ଦକ୍ଷତାକୁ ଦେଖି ଏଫଆଇଏଚ୍ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଛି।

ଏହି ଅବସରରେ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ କହିଛନ୍ତି, "ରାନୀଙ୍କ ନାଁ 'ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍‌' ପାଇଁ ମନୋନୀତ ହୋଇଥିବାରୁ ଆମେ ବହୁତ ଖୁସି। ସେ ଦେଶର ପ୍ରତିଟି ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ। ଆଶା କରୁଛି ଏଭଳି ଏକ ଅନ୍ତର୍ଜାତୀୟ ପୁରସ୍କାର ପାଇଁ ରାନୀଙ୍କର ମନୋନୀତ ହେବା ଅନ୍ୟ ଖେଳାଳିମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ। ଦେଶର ହକି ପ୍ରଶଂସକଙ୍କୁ ଅନୁରୋଧ କରିବି ଯେ ସେମାନେ ରାନୀଙ୍କୁ ଅଧିକରୁ ଅଧିକ ମାତ୍ରାରେ ଭୋଟ୍ ଦେଇ ପୁରସ୍କାରରେ ବିଜେତା କରାନ୍ତୁ।"

ଏହି ପୁରସ୍କାରର ବିଜେତାଙ୍କ ନାଁ ଅନଲାଇନ୍ ଭୋଟ୍ ଦ୍ୱାରା କରାଯିବ, ଯାହା ଜାନୁଆରୀ ୩୦ ତାରିଖରେ ଶେଷ ହୋଇଯିବ। ଗତବର୍ଷ ଆକ୍ରୋବାଟିକ୍ ଜିମ୍ନାଷ୍ଟିକ୍ସ ଯୋଡ଼ି ମାରିଆ ଚେର୍ନୋଭା ଓ ଜର୍ଜି ପାଟାରିଆ (ରୁଷ୍‌) ୧୫୯,୩୪୮ ଭୋଟ୍ ପାଇ ଟାଇଟଲ୍ ଜିତିଥିଲେ। ଏହି ମାମଲାରେ ଦୁହେଁ ଆମେରିକାର ପାୱାରଲିଫ୍ଟର୍ ଜେନିଫର୍ ଥମ୍ପସନ୍ (୧୫୨,୮୬୫ ଭୋଟ୍‌)ଙ୍କୁ ପଛରେ ପକାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story