ରଣଜୀ ମ୍ୟାଚର ତୃତୀୟ ଦିନ: ପ୍ରଥମ ଇନିଂସରେ ଓଡ଼ିଶା ୨୭୪ରନରେ ଅଲଆଉଟ୍

ନାଗପୁର: ଚଳିତ ରଣଜୀ ସିଜିନରେ ବିଦର୍ଭ ବିପକ୍ଷରେ ଫେଲ ମାରିଛି ଓଡ଼ିଶାର ବ୍ୟାଟିଂ ଲାଇନ୍। ପ୍ରଥମ ଇନିଂସରେ ଓଡ଼ିଶା ମାତ୍ର ୨୭୪ ରନରେ ଅଲଆଉଟ୍ ହୋଇଯାଇଛି। ଏହା ପରେ ଫୋଲନ୍ ପାଇ ଓଡ଼ିଶା ଦଳ ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଛି। ଫୋଲନ୍ ପାଇ ୧୭୮ ରନକୁ ପିଛା କରୁଥିବା ଓଡ଼ିଶା ଦଳ ତୃତୀୟ ଦିନ ଖେଳ ଶେଷ ହେବା ବେଳେକୁ ୮ ଓଭର ଖେଳି ମାତ୍ର ୧୫ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଗିରିଜା […]

ranji-trophy

ranji-trophy

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 04:05 PM IST

Sports

Latest News

ନାଗପୁର: ଚଳିତ ରଣଜୀ ସିଜିନରେ ବିଦର୍ଭ ବିପକ୍ଷରେ ଫେଲ ମାରିଛି ଓଡ଼ିଶାର ବ୍ୟାଟିଂ ଲାଇନ୍। ପ୍ରଥମ ଇନିଂସରେ ଓଡ଼ିଶା ମାତ୍ର ୨୭୪ ରନରେ ଅଲଆଉଟ୍ ହୋଇଯାଇଛି। ଏହା ପରେ ଫୋଲନ୍ ପାଇ ଓଡ଼ିଶା ଦଳ ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଛି। ଫୋଲନ୍ ପାଇ ୧୭୮ ରନକୁ ପିଛା କରୁଥିବା ଓଡ଼ିଶା ଦଳ ତୃତୀୟ ଦିନ ଖେଳ ଶେଷ ହେବା ବେଳେକୁ ୮ ଓଭର ଖେଳି ମାତ୍ର ୧୫ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଗିରିଜା ରାଉତ ୩୦ ବଲରୁ ୧୩ ରନ୍ ଓ ନଟରାଜ ବେହେରା ୧୮ ବଲରୁ ସଂଗ୍ରହ କରିଛନ୍ତି ମାତ୍ର ୧ ରନ୍ କରି ଅପରାଜିତ ଅଛନ୍ତି।

ପ୍ରଥମ ଇନିଂସରେ ଓଡ଼ିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦର ୨୫୪ ବଲରୁ ୧୪୮ ରନ କରି ଅପରାଜିତ ରହିଥିଲେ। ବାକି ୯ ଖେଳାଳି ତାଙ୍କୁ ସହଯୋଗ କରିପାରି ନଥିଲେ। ଗିରିଜା ରାଉତ ୨୫ରନ୍ (୬୨ବଲ୍),ନଟରାଜ ବେହେରା ୧୮ ରନ୍ (୪୧ ବଲ୍), ଅନୁରାଗ ଷଡ଼ଙ୍ଗୀ ୩୫ ରନ୍ (୮୨ ବଲ୍), ବସନ୍ତ ମହାନ୍ତି ୧୪ (୬୯ ବଲ୍) କରିଥିଲେ। ଅନ୍ୟପକ୍ଷରେ ଦଳ ପକ୍ଷରୁ ବିପ୍ଲବ ସାମନ୍ତରାୟ, ରାଜେସ୍ ଧୁପର, ଦୀପକ୍ ବେହେରା ଓ ଜୟନ୍ତ ବେହେରା ବିନା ରନରେ ପ୍ୟାଭିଲିୟନକୁ ଫେରି ଯାଇଥିଲେ। ବିଦର୍ଭ ପକ୍ଷରୁ ଅକ୍ଷୟ ୱାଙ୍ଖେରେ ୩୦ ଓଭର ବୋଲିଂ କରି ୪ଟି ୱିକେଟ୍ ଓ  ରବିକୁମାର ଠାକୁର ମାତ୍ର ୧୨.୩ ଓଭର ବୋଲିଂ କରି ୩ଟି ୱିକେଟ ଅକ୍ତିଆର କରି ଓଡ଼ିଶା ବ୍ୟାଟିଂ ଲାଇନକୁ ଧରାଶାୟୀ କରି ଦେଇଥିଲେ। ଦଳପକ୍ଷରୁ ରବି ଜନଗିଡ୍ ୧୮ ବୋଲିଂ କରି ୨ଟି ଓ ଶ୍ରୀକାନ୍ତ ୱାଗ୍ ଗୋଟିଏ ଲେଖାଏଁ ୱିକେଟ୍ କରିଥିଲେ।

ପ୍ରଥମ ଇନିଂସରେ ବିଦର୍ଭ ୪୬୭ ରନ କରି ଅଲଆଉଟ୍ ହୋଇ ଯାଇଥିଲା। ଦଳ ପକ୍ଷରୁ ଆଦିତ୍ୟ ଶାନୱାରେ ୨୫୬ ବଲରୁ ୧୧୯ ରନ୍ ଓ ୟୁମେଶ ଯାଦବ ୧୧୯ ବଲରୁ ୧୨୮ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story