୧୪୫ରେ ଅଟକିଲା ଓଡ଼ିଶା, ୬ ଖେଳାଳି ‘ଶୂନ’ରେ ଆଉଟ୍‌

ଭୁବନେଶ୍ୱର: ମୁମ୍ବାଇ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା କରିଛି ଦୟନୀୟ ପ୍ରଦର୍ଶନ। ଆଜି  ପ୍ରଥମ ଇନିଂସରେ ଦଳ ମାତ୍ର ୧୪୫ ରନ୍ କରି ଅଲ୍ଆଉଟ୍ ହୋଇଛି। ଆରମ୍ଭରୁ ହିଁ ଦଳକୁ ଝଟକା ଲାଗିଥିଲା।  କୌଣସି ରନ୍ ସ୍କୋର ହେବା ପୂର୍ବରୁ ପଡ଼ିଥିଲା ୩ଟି ଓ୍ୱିକେଟ୍‌।  ମାତ୍ର ୨ ରନରେ ଯାଇଥିଲା ପ୍ରଥମ ୪ଟି ୱିକେଟ୍‌।  ଏଥିରୁ ଆଉ ଦଳ ଉଠିପାରିନଥିଲା।  କେବଳ ବିପ୍ଳବ ସାମନ୍ତରାୟ ନଟ୍ ଆଉଟ୍ ୭୨ ରନ୍ କରି କିଛି ମାତ୍ରାରେ ଦଳର ସମ୍ମାନ […]

biplab

biplab

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 09:00 PM IST

Sports

Latest News

ଭୁବନେଶ୍ୱର: ମୁମ୍ବାଇ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା କରିଛି ଦୟନୀୟ ପ୍ରଦର୍ଶନ। ଆଜି  ପ୍ରଥମ ଇନିଂସରେ ଦଳ ମାତ୍ର ୧୪୫ ରନ୍ କରି ଅଲ୍ଆଉଟ୍ ହୋଇଛି। ଆରମ୍ଭରୁ ହିଁ ଦଳକୁ ଝଟକା ଲାଗିଥିଲା।  କୌଣସି ରନ୍ ସ୍କୋର ହେବା ପୂର୍ବରୁ ପଡ଼ିଥିଲା ୩ଟି ଓ୍ୱିକେଟ୍‌।  ମାତ୍ର ୨ ରନରେ ଯାଇଥିଲା ପ୍ରଥମ ୪ଟି ୱିକେଟ୍‌।  ଏଥିରୁ ଆଉ ଦଳ ଉଠିପାରିନଥିଲା।  କେବଳ ବିପ୍ଳବ ସାମନ୍ତରାୟ ନଟ୍ ଆଉଟ୍ ୭୨ ରନ୍ କରି କିଛି ମାତ୍ରାରେ ଦଳର ସମ୍ମାନ ରଖିଥିଲେ।  ଶାନ୍ତନୁ ମିଶ୍ର ୩୬ ରନ୍ କରିଥିଲେ।  ଦଳର ୬ ଜଣ ବ୍ୟାଟ୍‌ସମ୍ୟାନ୍‌ ଖାତା ଖୋଲି ପାରିନାହାନ୍ତି।  ସେମାନେ ହେଲେ ଦୁଇ ଓପନର ସନ୍ଦୀପ ପଟ୍ଟନାୟକ, ନଟରାଜ ବେହେରା, ଶୁଭ୍ରାଂଶୁ ସେନାପତି, ସୌରଭ ରାଉତ, ବସନ୍ତ ମହାନ୍ତି ଓ ଧୀରାଜ ସିଂହ।   ଆଜିର ଖେଳ ଶେଷ ସୁଦ୍ଧା ମୁମ୍ବାଇ ଦ୍ୱିତୀୟ ଇନିଂସରେ ୫୮ ରନ୍‌ କରି ୪ଟି ଓ୍ୱିକେଟ ହରାଇଛି ।  ପ୍ରଥମ ଇନିଂସରେ ମୁମ୍ବାଇ ୨୮୯ ରନ୍ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story