ରଣଜୀ ଟ୍ରଫି: ବରୋଦା ବିପକ୍ଷରେ ଓଡ଼ିଶାର ଦୃଢ଼ ଜବାବ  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରୋଦା ବିପକ୍ଷ ରଣଜୀରେ ଓଡ଼ିଶାର ଦୃଢ଼ ଜବାବ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୫ ଓ୍ୱିକେଟ ହରାଇ ୩୧୬ ରନ୍ କରିଛି। ଶୁଭ୍ରାଂଶୁ ସେନାପତି ୧୩୧ ରନ୍ କରି ଅପରାଜିତ ଅଛନ୍ତି। ବିପ୍ଳବ ସାମନ୍ତରାୟ ୫୫ ରନ୍ କରି ଆଉଟ ହୋଇଛନ୍ତି। ଗତକାଲିର ଅସମାପ୍ତ ସ୍କୋର ୨ ଓ୍ୱିକେଟରେ ୬୪ ରନରୁ ଖେଳ ଆରମ୍ଭ କରିଥିଲା ଓଡ଼ିଶା। ନଟରାଜ ବେହେରା ୨୪ ରନ୍ କରି ଆଉଟ ହେବା ପରେ ଶୁଭ୍ରାଂଶୁ […]

2203_Odisha vs TamilNadu

2203_Odisha vs TamilNadu

Rakesh Mallick
  • Published: Monday, 20 November 2017
  • Updated: 20 November 2017, 12:37 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରୋଦା ବିପକ୍ଷ ରଣଜୀରେ ଓଡ଼ିଶାର ଦୃଢ଼ ଜବାବ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୫ ଓ୍ୱିକେଟ ହରାଇ ୩୧୬ ରନ୍ କରିଛି। ଶୁଭ୍ରାଂଶୁ ସେନାପତି ୧୩୧ ରନ୍ କରି ଅପରାଜିତ ଅଛନ୍ତି। ବିପ୍ଳବ ସାମନ୍ତରାୟ ୫୫ ରନ୍ କରି ଆଉଟ ହୋଇଛନ୍ତି। ଗତକାଲିର ଅସମାପ୍ତ ସ୍କୋର ୨ ଓ୍ୱିକେଟରେ ୬୪ ରନରୁ ଖେଳ ଆରମ୍ଭ କରିଥିଲା ଓଡ଼ିଶା। ନଟରାଜ ବେହେରା ୨୪ ରନ୍ କରି ଆଉଟ ହେବା ପରେ ଶୁଭ୍ରାଂଶୁ ଓ ଶାନ୍ତନୁ ଚତୁର୍ଥ ଓ୍ୱିକେଟରେ ୧୦୩ ରନର ପାର୍ଟନରସିପ୍ ଯୋଡ଼ିଥିଲେ। ଶାନ୍ତନୁ ୪୫ ରନ୍ କରି ଆଉଟ ହୋଇଥିଲେ। ତାମିଲନାଡୁ ବିପକ୍ଷ ମ୍ୟାଚରେ ୯୭ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ଧୂପର ୧୩ ରନ୍ କରି ଅପରାଜିତ ଅଛନ୍ତି। ଓଡ଼ିଶା ହାତରେ ୫ ଓ୍ୱିକେଟ ଥିବା ବେଳେ ଏହା ବରୋଦାର ପ୍ରଥମ ଇନିଂସଠାରୁ ୧୮୭ ରନ୍ ପଛରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story